ଆବଶ୍ୟକ ସାମଗ୍ରୀ: ସୁଜି, କଦଳୀ, ଘିଅ, ନଡିଆ କୋରା, କ୍ଷୀର, ଚିନି, ବେକିଂ ପାଉଡର ଏବଂ ଗୁଜୁରାତି ଗୁଣ୍ଡ।ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିନି ଓ କଦଳୀକୁ ଏକତ୍ର କରି ଭଲ ଭାବରେ ଚକଟି ଦିଅନ୍ତୁ। ସେଥିରେ ଘିଅ, ସୁଜି, ଗୁଜୁରାତି ଗୁଣ୍ଡ, ନଡିଆ କୋରା ଓ ବେକିଂ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଘିଅ ବୋଳନ୍ତୁ। ସେଥିରେ ପ୍ରସ୍ତୁତ ଥିବା ଆଣକୁ ରଖିନ୍ତୁ। ତା'ପରେ ଏହାକୁ ୩୦ମିନିଟ୍ ପାଇଁ ଓଭାନ୍ରେ ରଖିଦିଅନ୍ତୁ। ଏହା ପରେ କେକ୍କୁ ବାହାରକୁ କାଢି ଥଣ୍ଡା କରନ୍ତୁ। କେକ୍ ଥଣ୍ଡା ହୋଇଯିବା ପରେ ତାକୁ ପିସ୍ ପିସ୍ କରି କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ସୁଜି କେକ୍'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା
ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।
Food
ଏଥର ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି
ଏଥର ଦୀପାବଳିରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍ କମ୍ ସାମଗ୍ରୀରେ ଓ କମ୍ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା।
Viral
ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି
ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।
Food
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଛେନା ମସଲା
ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।