Advertisment

ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'ସୁଜି କେକ୍'

ଆବଶ୍ୟକ ସାମଗ୍ରୀ: ସୁଜି, କଦଳୀ, ଘିଅ, ନଡିଆ କୋରା, କ୍ଷୀର, ଚିନି, ବେକିଂ ପାଉଡର ଏବଂ ଗୁଜୁରାତି ଗୁଣ୍ଡ।ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିନି ଓ କଦଳୀକୁ ଏକତ୍ର କରି ଭଲ ଭାବରେ ଚକଟି ଦିଅନ୍ତୁ। ସେଥିରେ ଘିଅ, ସୁଜି, ଗୁଜୁରାତି ଗୁଣ୍ଡ, ନଡିଆ କୋରା ଓ ବେକିଂ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଘିଅ ବୋଳନ୍ତୁ। ସେଥିରେ ପ୍ରସ୍ତୁତ ଥିବା ଆଣକୁ ରଖିନ୍ତୁ। ତା’ପରେ ଏହାକୁ ୩୦ମିନିଟ୍‌ ପାଇଁ ଓଭାନ୍‌ରେ ରଖିଦିଅନ୍ତୁ। ଏହା […]

author-image
Rakesh Mallick
ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'ସୁଜି କେକ୍'

cake

ଆବଶ୍ୟକ ସାମଗ୍ରୀ: ସୁଜି, କଦଳୀ, ଘିଅ, ନଡିଆ କୋରା, କ୍ଷୀର, ଚିନି, ବେକିଂ ପାଉଡର ଏବଂ ଗୁଜୁରାତି ଗୁଣ୍ଡ।publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିନି ଓ କଦଳୀକୁ ଏକତ୍ର କରି ଭଲ ଭାବରେ ଚକଟି ଦିଅନ୍ତୁ। ସେଥିରେ ଘିଅ, ସୁଜି, ଗୁଜୁରାତି ଗୁଣ୍ଡ, ନଡିଆ କୋରା ଓ ବେକିଂ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଘିଅ ବୋଳନ୍ତୁ। ସେଥିରେ ପ୍ରସ୍ତୁତ ଥିବା ଆଣକୁ ରଖିନ୍ତୁ। ତା'ପରେ ଏହାକୁ ୩୦ମିନିଟ୍‌ ପାଇଁ ଓଭାନ୍‌ରେ ରଖିଦିଅନ୍ତୁ। ଏହା ପରେ କେକ୍‌କୁ ବାହାରକୁ କାଢି ଥଣ୍ଡା କରନ୍ତୁ। କେକ୍‌ ଥଣ୍ଡା ହୋଇଯିବା ପରେ ତାକୁ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ସୁଜି କେକ୍'।

Advertisment