Advertisment

ବିବାହ ଭୋଜିକୁ ନେଇ ସାଲେପୁରରେ ଉତ୍ତେଜନା, ଫୋର୍ସ ମୁତୟନ

[vc_row][vc_column][vc_video link="" align="center"][vc_column_text]ସାଲେପୁର: ଏକ ବିବାହ ଭୋଜିକୁ ନେଇ କଟକ ଜିଲ୍ଲାର ସାଲେପୁର ବହୁଗ୍ରାମ ବଜାରରେ ଦୋକାନ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି। ଭୋଜିରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ଏଭଳି ଭଙ୍ଗାରୁଜା ହୋଇଛି।  ଉତ୍ତେଜନାକୁ ଆଖିଆଗରେ ରଖି ଅଞ୍ଚଳରେ ଫୋର୍ସ ମୁତୟନ କରାଯାଇଛି। ପୂର୍ବରୁ ବହୁଗ୍ରାମ ଓ ବିଶ୍ୱନାଥପୁର ଗାଁ ମଧ୍ୟରେ ବିବାଦ ଥିଲା।

[/vc_column_text][/vc_column][/vc_row]

author-image
Ordigital Desk