ବିବାହ ଭୋଜିକୁ ନେଇ ସାଲେପୁରରେ ଉତ୍ତେଜନା, ଫୋର୍ସ ମୁତୟନ

Ordigital Desk
  • Published: Tuesday, 02 May 2017
  • , Updated: 02 May 2017, 08:47 AM IST
<p>[vc_row][vc_column][vc_video link=&quot;&quot; align=&quot;center&quot;][vc_column_text]ସାଲେପୁର: ଏକ ବିବାହ ଭୋଜିକୁ ନେଇ କଟକ ଜିଲ୍ଲାର ସାଲେପୁର ବହୁଗ୍ରାମ ବଜାରରେ ଦୋକାନ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି। ଭୋଜିରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ଏଭଳି ଭଙ୍ଗାରୁଜା ହୋଇଛି।&nbsp; ଉତ୍ତେଜନାକୁ ଆଖିଆଗରେ ରଖି ଅଞ୍ଚଳରେ ଫୋର୍ସ ମୁତୟନ କରାଯାଇଛି। ପୂର୍ବରୁ ବହୁଗ୍ରାମ ଓ ବିଶ୍ୱନାଥପୁର ଗାଁ ମଧ୍ୟରେ ବିବାଦ ଥିଲା।</p> <p>[/vc_column_text][/vc_column][/vc_row]</p>

Related story