Advertisment

ଯାତ୍ରା କରିବା ସମୟରେ ଏହା ହେଲେ ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବିଭିନ୍ନ ପ୍ରସଙ୍ଗରେ ଜ୍ୟୋତିଷଙ୍କ ପରାମର୍ଶ ନେଉ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କିମ୍ବା ଘରୁ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରିଲେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ଘରୁ କୌଣସି ଶୁଭ କାମ ପାଇଁ ବାହାରିବା ସମୟରେ ଫଳ କ'ଣ ମିଳିବ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଯାତ୍ରା ଶୁଭ ହେବକି ନାହିଁ ତାହା ଆମକୁ କିଛି ସଂକେତରୁ ଜଣାପଡ଼ିଯାଏ। ଘରୁ ବାହାରିବା ସମୟରେ ଯଦି ଆପଣ ଛିଙ୍କି ଦିଅନ୍ତି ତାହାଲେ ଶୁଭ। ଆହୁରି ମଧ୍ୟ ଘରୁ ବାହାରିବା ବେଳେ ଝିଟିପିଟି ଟିକ୍‌ଟିକ୍‌ ଶବ୍ଦ କଲେ ଅବା ଝିଟିପିଟି ଆପଣଙ୍କ ଆଗରେ ପଡ଼ିଗଲେ ଯାତ୍ରା ଶୁଭ ହେବ ବୋଲି ଜାଣନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe