Advertisment

ଆଜି ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ବିଶ୍ୱାସ ରହିଛି ଆଜି ପୁରୀ ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିରରେ ରାଧାପାଦ ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ଏଥିପାଇଁ ସକାଳୁ ସକାଳୁ ଗୋପାଳଜିଉଙ୍କ ମନ୍ଦିରରରେ ପ୍ରବଳ ଜନସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ରାଧାପାଦ ଦର୍ଶନ କରୁଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗୋପାଳନଜିଉଙ୍କ ସକାଳ ଧୂପ, ଅବକାଶ, ବଲ୍ଲଭ ଓ ବାଳଧୂପ ନୀତି ପରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ରାଧାପାଦ ଦର୍ଶନ କରୁଛନ୍ତି।

author-image
Ordigital Desk