Advertisment

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଜନ୍ମବେଦୀକୁ ଯିବେ ମହାପ୍ରଭୁ

[vc_row][vc_column][vc_video link=": ଆଜି ପବିତ୍ର ରଥଯାତ୍ରା। ଏହାକୁ ଘୋଷଯାତ୍ରା ବି କୁହାଯାଏ। ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ। ଆଜି ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଯିବେ ଜନ୍ମବେଦୀକୁ। ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇ ରହିଛି ତିନି ରଥ। ମାଉସୀ ଘରକୁ ନେଇ ଯିବା ପାଇଁ ସିଂହଦ୍ୱାର ନିକଟରେ ଅପେକ୍ଷା କରି ରହିଛନ୍ତି ତିନି ରଥ- ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ।

ସକାଳ ସାଢ଼େ ନଅଟାରେ ଚତୁଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହେବ।  ସାଢ଼େ ଗୋଟେ ରୁ ସାଢ଼େ ଦୁଇଟା ମଧ୍ୟରେ ଛେରା ପହଁରା ହେବ। ସାଢ଼େ ଦୁଇଟାରେ ରଥଟଣା ଆରମ୍ଭ ହେବ।

ଚଳନ୍ତି ଠାକୁରଙ୍କୁ ରଥ ଦେଖିବା ପାଇଁ ଆଜି ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଲାଣି ବଡ଼ ଦାଣ୍ଡରେ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ଏହିଭଳି ରହିଛି। ୬ଟାରେ ସକାଳ ମଙ୍ଗଳ ଆଳତି ପରେ ୬ଟା୧୦ରେ ମଇଲମ ଲାଗି, ୬ଟା ୩୦ରେ ତଡ଼ପ ଲାଗି, ୬ଟା ୩୦ରେ ରୋଷ ହୋମ, ୭ଟାରେ ଅବକାଶ ନୀତି, ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା, ବେଶ ଶେଷ ୭ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ୮ଟାରୁ ୯ଟା, ୯ଟାରେ ରଥପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ, ୧୨ଟା ୩୦ରେ ପହଣ୍ଡି ଶେଷ, ୧୨ଟା ୩୦ରୁ  ଗୋଟାଏ ମଧ୍ୟରେ ମଦନ ମୋହନ ବିଜେ, ଗୋଟାଏରୁ ସାଢ଼େ ଗୋଟେ ମଧ୍ୟରେ  ଚିତା ଲାଗି, ଗୋଟାଏ ରୁ ସାଢ଼େ ଗୋଟାଏ ମଧ୍ୟରେ ବେଶ ଶେଷ, ସାଢ଼େ ଗୋଟାଏରୁ ସାଢ଼େ ଦୁଇଟା ମଧ୍ୟରେ ଛେରା ପହଁରା, ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାମ ଦୁଇଟାରୁ ସାଢ଼େ ଦୁଇଟା ମଧ୍ୟରେ ସଂପନ୍ନ ହୋଇ ସାଢ଼େ ଦୁଇଟାରେ ରଥଟଣଶ ଆରମ୍ଭ ହେବ।

ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe