Advertisment

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ସଜ୍ଜିତ ହେବେ ଶ୍ରୀଜିଉ।  ଅପରାହ୍ନ ୫ଟାରୁ ସାଢ଼େ ୬ଟା ମଧ୍ୟରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ୱତନ୍ତ୍ର ବାରିକେଡ୍‌ କରାଯିବା ସହ ୱାନ ୱେ ଟ୍ରାଫିକ୍ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ସହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁନାବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଟ୍ରାଫିକ୍ ସହ ସୁରକ୍ଷା […]

ଅଦ୍ୟତନ ହୋଇଛି
ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

suna besha

Advertisment

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ସଜ୍ଜିତ ହେବେ ଶ୍ରୀଜିଉ।  ଅପରାହ୍ନ ୫ଟାରୁ ସାଢ଼େ ୬ଟା ମଧ୍ୟରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ସ୍ୱତନ୍ତ୍ର ବାରିକେଡ୍‌ କରାଯିବା ସହ ୱାନ ୱେ ଟ୍ରାଫିକ୍ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ସହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁନାବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଟ୍ରାଫିକ୍ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe