Advertisment

ଆସନ୍ତାକାଲି ନବଯୌବନ ଦର୍ଶନ,୧୫ଦିନ ପରେ ଭକ୍ତଙ୍କୁ ଦେଖା ଦେବେ କାଳିଆ ଠାକୁର

ପୁରୀ: ଆସନ୍ତାକାଲି ନବଯୌବନ ଦର୍ଶନ। ତା ପରଦିନ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର, ଚଳଚଞ୍ଚଳ ରଥଖଳା। ଦୀର୍ଘ ୧୫ ଦିନ ହେଲା ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନ ପାଇ ନିରାଶ ହେଉଥିବା ଭକ୍ତ ଆସନ୍ତାକାଲି ପାଇବେ ଶ୍ରୀଜିଉଙ୍କ ଦର୍ଶନ। ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହୋଇଛନ୍ତି ଚତୁର୍ଦ୍ଧାମୂରତୀ। ସେପଟେ ଆଜି ପଟି ଦିଅଁଙ୍କ ମଧ୍ୟ ଶେଷ ପୂଜା ଘୋଷଯାତ୍ରା ପାଇଁ ମଧ୍ୟ ଆରମ୍ଭ ହେଲାଣି ନୀତି। ଚଳଚଞ୍ଚଳ ରଥଖଳା ମହାରଣା ଓ ରୂପକାର ସେବାୟତମାନେ ରଥରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
କାର୍ତ୍ତିକ ପ୍ରଥମ ସୋମବାର: ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ଼

puri

ପୁରୀ: ଆସନ୍ତାକାଲି ନବଯୌବନ ଦର୍ଶନ। ତା ପରଦିନ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର, ଚଳଚଞ୍ଚଳ ରଥଖଳା। ଦୀର୍ଘ ୧୫ ଦିନ ହେଲା ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନ ପାଇ ନିରାଶ ହେଉଥିବା ଭକ୍ତ ଆସନ୍ତାକାଲି ପାଇବେ ଶ୍ରୀଜିଉଙ୍କ ଦର୍ଶନ। ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହୋଇଛନ୍ତି ଚତୁର୍ଦ୍ଧାମୂରତୀ।

Advertisment

ସେପଟେ ଆଜି ପଟି ଦିଅଁଙ୍କ ମଧ୍ୟ ଶେଷ ପୂଜା ଘୋଷଯାତ୍ରା ପାଇଁ ମଧ୍ୟ ଆରମ୍ଭ ହେଲାଣି ନୀତି। ଚଳଚଞ୍ଚଳ ରଥଖଳା ମହାରଣା ଓ ରୂପକାର ସେବାୟତମାନେ ରଥରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। କାରଣ ଆସନ୍ତାକାଲି ତିନିରଥକୁ ଶ୍ରୀମନ୍ଦିର ଆଗକୁ ଅଣାଯିବ। ଗତକାଲି ଯୁଦ୍ଧକାଳୀନ ଭିତ୍ତିରେ ଦେବଦଳନ ରଥର ଭଙ୍ଗା ଅଖକୁ ବଦଳାଇ ଦିଆଯାଇଛି।