Advertisment

ପୁଣି ଚର୍ଚ୍ଚାରେ ତାଳଚେର ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା; ବ୍ରଜଙ୍କ ଘରେ କଲେ ଭଙ୍ଗାରୁଜା

[vc_row][vc_column][vc_video link=": ନିଜକୁ ତାଳଚେର ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କୁ ନେଇ ପୁଣି ଚର୍ଚ୍ଚା। ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱର ୟୁନିଟ୍-୪ ସରକାରୀ ବାସଭବନରେ ସଂପୃକ୍ତ ମହିଳା ଜଣକ ଭଂଗାରୁଜା କରିଥିବା ଅଭିଯୋଗ ହୋଇଛି। ସରକାରୀ ବାସଭବନ ପରିସରରେ ଫୁଲକୁଣ୍ଡ ଓ ଅନ୍ୟ ଜିନିଷ ଭଂଗାରୁଜା କରିଛନ୍ତି। କ୍ୱାର୍ଟର୍ସ ଭିତରେ ପଶିବାକୁ ଉଦ୍ୟମ କରି ବିଫଳ ହେବା ପରେ ମହିଳା ଜଣକ ଭଙ୍ଗାରୁଜା କରିଥିଲେ। ଖାରବେଳ ନଗର ଥାନା ପୋଲିସ୍ ମହିଳାଙ୍କୁ ଥାନାକୁ ନେଇଛି। ଅାଗରୁ ମଧ୍ୟ ମହିଳା ଜଣକ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଁ ହାଣ୍ଡିଧୁଅାରେ ପହଞ୍ଚିଥିଲେ। ସେଠାରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ପୂର୍ବରୁ ପୋଲିସ୍ ତାଙ୍କୁ ଉଦ୍ଧାର କରିଥିଲା।[/vc_column_text][/vc_column][/vc_row]

author-image
Ordigital Desk