ଓଷାରେ କେଉଁ ୬ଟି ଜିନିଷ ଖାଇଲେ ହେବନି ମାରା

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ମାନଙ୍କର ବାର ମାସରେ ତେର ଓଷା। ପୂଜା ବ୍ରତରେ ବିଶ୍ୱାସ ଥିବା ଲୋକମାନେ ଅନେକ ସମୟରେ ଓଷା ବ୍ରତ କରି ଭଗବାନଙ୍କର ଆରାଧନା କରନ୍ତି। ଓଷାରେ କିଛି ଲୋକ ଉପବାସ କରନ୍ତି। ଉପବାସ କରୁଥିବା ସମୟରେ ସେମାନେ କଛି ଖାଆନ୍ତିନି। କିଛି ଖାଇଲେ କାଳେ ପୂଜାରେ ବାଧା ଆସିବ ଭାବି ସେମାନେ କାଷ୍ଠା ଉପବାସ କରନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି ୬ଟି ଜିନିଷ ଅଛି ଯାହାକୁ ଯେକୌଣସି ଓଷାରେ ଖାଇଲେ କିଛି ଅମଙ୍ଗଳ ହେବ ନାହିଁ। ସେଗୁଡିକ ହେଉଛି- &lt;span style=&quot;color: #ff0000;&quot;&gt;ଆଖୁ, ପାଣି, କ୍ଷୀର, ପାନ, ଫଳ, ଓ ଔଷଧ&lt;/span&gt;।</p>

Ordigital Desk
  • Published: Saturday, 28 October 2017
  • Updated: 28 October 2017, 08:00 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ମାନଙ୍କର ବାର ମାସରେ ତେର ଓଷା। ପୂଜା ବ୍ରତରେ ବିଶ୍ୱାସ ଥିବା ଲୋକମାନେ ଅନେକ ସମୟରେ ଓଷା ବ୍ରତ କରି ଭଗବାନଙ୍କର ଆରାଧନା କରନ୍ତି। ଓଷାରେ କିଛି ଲୋକ ଉପବାସ କରନ୍ତି। ଉପବାସ କରୁଥିବା ସମୟରେ ସେମାନେ କଛି ଖାଆନ୍ତିନି। କିଛି ଖାଇଲେ କାଳେ ପୂଜାରେ ବାଧା ଆସିବ ଭାବି ସେମାନେ କାଷ୍ଠା ଉପବାସ କରନ୍ତି। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି ୬ଟି ଜିନିଷ ଅଛି ଯାହାକୁ ଯେକୌଣସି ଓଷାରେ ଖାଇଲେ କିଛି ଅମଙ୍ଗଳ ହେବ ନାହିଁ। ସେଗୁଡିକ ହେଉଛି- &lt;span style=&quot;color: #ff0000;&quot;&gt;ଆଖୁ, ପାଣି, କ୍ଷୀର, ପାନ, ଫଳ, ଓ ଔଷଧ&lt;/span&gt;।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos