Advertisment

ଓଷାରେ କେଉଁ ୬ଟି ଜିନିଷ ଖାଇଲେ ହେବନି ମାରା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ମାନଙ୍କର ବାର ମାସରେ ତେର ଓଷା। ପୂଜା ବ୍ରତରେ ବିଶ୍ୱାସ ଥିବା ଲୋକମାନେ ଅନେକ ସମୟରେ ଓଷା ବ୍ରତ କରି ଭଗବାନଙ୍କର ଆରାଧନା କରନ୍ତି। ଓଷାରେ କିଛି ଲୋକ ଉପବାସ କରନ୍ତି। ଉପବାସ କରୁଥିବା ସମୟରେ ସେମାନେ କଛି ଖାଆନ୍ତିନି। କିଛି ଖାଇଲେ କାଳେ ପୂଜାରେ ବାଧା ଆସିବ ଭାବି ସେମାନେ କାଷ୍ଠା ଉପବାସ କରନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏମିତି ୬ଟି ଜିନିଷ ଅଛି ଯାହାକୁ ଯେକୌଣସି ଓଷାରେ ଖାଇଲେ କିଛି ଅମଙ୍ଗଳ ହେବ ନାହିଁ। ସେଗୁଡିକ ହେଉଛି- <span style="color: #ff0000;">ଆଖୁ, ପାଣି, କ୍ଷୀର, ପାନ, ଫଳ, ଓ ଔଷଧ</span>।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe