Advertisment

ଭୋଜିରୁ ସଂଘର୍ଷ, ସାଙ୍ଗକୁ ପିଟି ହତ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖୁପଦର ଗାଁରେ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ପୋଲିସ୍‌ ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସଂପୂର୍ଣ୍ଣ  ଘଟଣାଟି,  ଆଖୁପଦର ଗାଁରେ କିଛି ସାଙ୍ଗସାଥୀ ମିଶି ଭୋଜି କରୁଥିଲେ। ଭୋଜି ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ ଅନ୍ୟ ସାଙ୍ଗମାନେ ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗକୁ ପିଟିପିଟି ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe