୯ ଏପ୍ରିଲ, ମଙ୍ଗଳବାର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ

ମେଷ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନଟି କଟିବ। ଅର୍ଥ ଲାଭର ସମ୍ଭାବନା ରହିଛି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଧିକ ଖର୍ଚ୍ଚରେ ପଡ଼ି ପାରନ୍ତି। ଶରୀର ଅସୁସ୍ଥ ରହିପାରେ। ମିଥୁନ: ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ମିଳିପାରେ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। କର୍କଟ: ସ୍ୱାସ୍ଥ୍ୟ […]

astro

astro

Rajalaxmi Sahu
  • Published: Tuesday, 09 April 2019
  • Updated: 09 April 2019, 08:51 AM IST

Sports

Latest News

ମେଷ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନଟି କଟିବ। ଅର୍ଥ ଲାଭର ସମ୍ଭାବନା ରହିଛି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଧିକ ଖର୍ଚ୍ଚରେ ପଡ଼ି ପାରନ୍ତି। ଶରୀର ଅସୁସ୍ଥ ରହିପାରେ।

ମିଥୁନ: ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ମିଳିପାରେ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ସିଂହ: ଚାକିରି କିମ୍ବା ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପେଟରେ ଯନ୍ତ୍ରଣା ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ।

କନ୍ୟା: ପରିବାରରେ ଭଲ ବାତାବରଣ ରହିବ। ଶତ୍ରୁ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରିବେ। ତେଣୁ ସତର୍କ ରୁହନ୍ତୁ। ଜଳାଶୟ ଠାରୁ ନିଜକୁ ଦୂରରେ ରଖନ୍ତୁ।

ତୁଳା: ନୂଆ ବସ୍ତ୍ର କିଣିପାରନ୍ତି। ଅଧିକ ଖର୍ଚ୍ଚରେ ପଡ଼ିପାରନ୍ତି। କାର୍ଯ୍ୟ ବୋଝରୁ ମନକୁ ହାଲୁକା କରିବା ପାଇଁ ପାର୍ଟିକୁ ଯାଆନ୍ତୁ ଅବା ଫିଲ୍ମ ଦେଖିବାକୁ ଯାଆନ୍ତୁ। ନ ହେଲେ ସାଙ୍ଗମାନଙ୍କ ସହ ବୁଲାବୁଲି କରନ୍ତୁ।

ବିଛା: ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପିଲାଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ାକୁ ନେଇ ଚିନ୍ତାରେ ରହିପାରନ୍ତି। କୌଣସି ବାଦ-ବିବାଦ ତଥା ଚର୍ଚ୍ଚାରେ ଭାଗ ନିଅନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ହଠାତ୍‌ କୌଣସି ଶୁଭ ଖବର ମିଳିପାରେ।

ମକର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଠିକ୍‌ ସମୟରେ ଭୋଜନ ଓ ଭଲ ନିଦ୍ରାରୁ ବଞ୍ଚିତ ହେବେ।

କୁମ୍ଭ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ଲାଭ ହେବ। ସାଙ୍ଗମାନଙ୍କ ସହ ସମୟ ବିତାଇପାରନ୍ତି।

ମୀନ: ଆଜି କୌଣସି ନୂଆ କାର୍ଯ୍ୟ କିମ୍ବା ଯୋଜନା ଆରମ୍ଭ କରନ୍ତୁ ନାହିଁ। ଚିନ୍ତା ମୁକ୍ତ ରହିବା ସହ ଉତ୍ସାହ ବଢ଼ିବ। ଦରମା ବୃଦ୍ଧି ଓ ପଦୋନ୍ନତି ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story