Advertisment

ଆଜି ବିଧାନସଭାରେ ଜଳ ସଙ୍କଟ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇପାରେ। ଗତକାଲି ବିରୋଧୀ କଂଗ୍ରେସ ପକ୍ଷରୁ ପାନୀୟ ଜଳ ସଙ୍କଟରେ ଓଡ଼ିଶା, ରାଜ୍ୟବାସୀ ହନ୍ତସନ୍ତ, ସରକାର ନୀରବ ଶୀର୍ଷକରେ ମୁଲତବି ନୋଟିସ୍‌ ଅଣାଯାଇଥିଲା। ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲାରୁ ରେଳ ୱାଗନ୍ ମରାମତି ଫାକ୍ଟ୍ରି ସ୍ଥାନାନ୍ତରକୁ ନେଇ ଗୃହରେ ବିଜେଡି ବିରୋଧ ପ୍ରଦର୍ଶନ କରିଥିଲା। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଇଂଜିନିୟର ନିଯୁକ୍ତିରେ ଦୁର୍ନୀତି; ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

assembly

ଭୁବନେଶ୍ୱର: ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇପାରେ। ଗତକାଲି ବିରୋଧୀ କଂଗ୍ରେସ ପକ୍ଷରୁ ପାନୀୟ ଜଳ ସଙ୍କଟରେ ଓଡ଼ିଶା, ରାଜ୍ୟବାସୀ ହନ୍ତସନ୍ତ, ସରକାର ନୀରବ ଶୀର୍ଷକରେ ମୁଲତବି ନୋଟିସ୍‌ ଅଣାଯାଇଥିଲା।

Advertisment

ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲାରୁ ରେଳ ୱାଗନ୍ ମରାମତି ଫାକ୍ଟ୍ରି ସ୍ଥାନାନ୍ତରକୁ ନେଇ ଗୃହରେ ବିଜେଡି ବିରୋଧ ପ୍ରଦର୍ଶନ କରିଥିଲା। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲା।