Advertisment

ଅର୍ଥଶାସ୍ତ୍ରୀ ଅଙ୍ଗସ୍ ଡିଟନ୍ ପାଇବେ ନୋବେଲ୍

ଷ୍ଟକହୋମ୍: ଚଳିତ ବର୍ଷ  ଅର୍ଥନୀତି  ପାଇଁ ନୋବେଲ ପୁରସ୍କାର ପାଇବେ ଅଙ୍ଗସ୍ ଡିଟନ୍। ଆମେରିକାର ନ୍ୟୁଜର୍ସି ସ୍ଥିତି ପ୍ରିନ୍ସଟନ୍ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଡିଟନଙ୍କୁ କଂଜପସନ୍, ପ୍ରୋଭର୍ଟି ଆଣ୍ଡ ୱେଲଫେୟାର ବିଶ୍ଳେଷଣ ପାଇଁ ଏହି ପୁରସ୍କାର ଦିଆଯାଇଛି। ତାଙ୍କ ଗବେଷଣା ଯୋଗୁଁ ମାଇକ୍ରୋ ଇକୋନମିକ୍ସ, ମାକ୍ରୋ ଇକୋନମିକ୍ସ ଏବଂ ଡେଭଲପମେଣ୍ଟ ଇକୋନମିକ୍ସରେ ସଂସ୍କାର ଆସିଥିଲା।  ବ୍ରିଟେନରେ ଜନ୍ମିତ ୬୯ ବର୍ଷୀୟ ଡିଟନ୍ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
ଅର୍ଥଶାସ୍ତ୍ରୀ ଅଙ୍ଗସ୍ ଡିଟନ୍ ପାଇବେ ନୋବେଲ୍

angus-deaton

Advertisment

ଷ୍ଟକହୋମ୍: ଚଳିତ ବର୍ଷ  ଅର୍ଥନୀତି  ପାଇଁ ନୋବେଲ ପୁରସ୍କାର ପାଇବେ ଅଙ୍ଗସ୍ ଡିଟନ୍। ଆମେରିକାର ନ୍ୟୁଜର୍ସି ସ୍ଥିତି ପ୍ରିନ୍ସଟନ୍ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଡିଟନଙ୍କୁ କଂଜପସନ୍, ପ୍ରୋଭର୍ଟି ଆଣ୍ଡ ୱେଲଫେୟାର ବିଶ୍ଳେଷଣ ପାଇଁ ଏହି ପୁରସ୍କାର ଦିଆଯାଇଛି। ତାଙ୍କ ଗବେଷଣା ଯୋଗୁଁ ମାଇକ୍ରୋ ଇକୋନମିକ୍ସ, ମାକ୍ରୋ ଇକୋନମିକ୍ସ ଏବଂ ଡେଭଲପମେଣ୍ଟ ଇକୋନମିକ୍ସରେ ସଂସ୍କାର ଆସିଥିଲା।  ବ୍ରିଟେନରେ ଜନ୍ମିତ ୬୯ ବର୍ଷୀୟ ଡିଟନ୍ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe