/odisha-reporter/media/post_attachments/uploads/2022/01/BLNG-SARA-PANCH_PKG.jpg)
BLNG SARA PANCH_PKG
ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ନିଲାମୀ ଘଟଣାରେ ୧୨ ଜଣ ତହସିଲ କୋର୍ଟରେ ହାଜର ହେଲେ । ଏମାନେ ସମସ୍ତେ ଆଜି ପୁଇଁନ୍ତଲା ତହସିଲ୍ କୋର୍ଟରେ ହାଜର ହୋଇଛନ୍ତି । ଏହି ୧୨ ଜଣଙ୍କ ନାଁରେ ୧୦୭ ଧାରା ଲଗାଇଥିଲା ପ୍ରଶାସନ । ଏମାନଙ୍କ ମଧ୍ୟରେ ଅଛନ୍ତି ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
