Advertisment

କୋର୍ଟ ଦୁଆରେ ନିଲାମୀ ସରପଞ୍ଚ

ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ନିଲାମୀ ଘଟଣାରେ ୧୨ ଜଣ ତହସିଲ କୋର୍ଟରେ ହାଜର ହେଲେ । ଏମାନେ ସମସ୍ତେ ଆଜି ପୁଇଁନ୍ତଲା ତହସିଲ୍‌ କୋର୍ଟରେ ହାଜର ହୋଇଛନ୍ତି । ଏହି ୧୨ ଜଣଙ୍କ ନାଁରେ ୧୦୭ ଧାରା ଲଗାଇଥିଲା ପ୍ରଶାସନ । ଏମାନଙ୍କ ମଧ୍ୟରେ ଅଛନ୍ତି ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ।

କୋର୍ଟ ଦୁଆରେ ନିଲାମୀ ସରପଞ୍ଚ

BLNG SARA PANCH_PKG

Advertisment

ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ନିଲାମୀ ଘଟଣାରେ ୧୨ ଜଣ ତହସିଲ କୋର୍ଟରେ ହାଜର ହେଲେ । ଏମାନେ ସମସ୍ତେ ଆଜି ପୁଇଁନ୍ତଲା ତହସିଲ୍‌ କୋର୍ଟରେ ହାଜର ହୋଇଛନ୍ତି । ଏହି ୧୨ ଜଣଙ୍କ ନାଁରେ ୧୦୭ ଧାରା ଲଗାଇଥିଲା ପ୍ରଶାସନ । ଏମାନଙ୍କ ମଧ୍ୟରେ ଅଛନ୍ତି ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ।

Advertisment

Odisha Reporter Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe