ପୁଣି ଅଘଟଣ: ୪୦୦ ଫୁଟ୍ କୂଅରେ ଖସିପଡ଼ିଲା ୮ ବର୍ଷର ବାଳକ

ଭୋପାଳ: ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ଛୋଟ ପିଲା। ପ୍ରାୟ ୪୦୦  ଫୁଟ ଗଭୀର ବୋରେଓ୍ୱଲରେ ଖସି ପଡ଼ିଛି ୮ ବର୍ଷ ବୟସର ବାଳକ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  । ଏହି ଘଟଣା ଗତକାଲି ଅପରାହ୍ନରୁ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋରେୱେରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।  ଘଟଣାସ୍ଥଳରେ ଭୋପାଳ […]

790

790

Tapas Behera
  • Published: Wednesday, 07 December 2022
  • Updated: 07 December 2022, 08:10 AM IST

ଭୋପାଳ: ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ଛୋଟ ପିଲା। ପ୍ରାୟ ୪୦୦  ଫୁଟ ଗଭୀର ବୋରେଓ୍ୱଲରେ ଖସି ପଡ଼ିଛି ୮ ବର୍ଷ ବୟସର ବାଳକ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  । ଏହି ଘଟଣା ଗତକାଲି ଅପରାହ୍ନରୁ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋରେୱେରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।  ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାଯର୍ୟରେ ଲାଗି ପଡିଛନ୍ତି।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି ।  ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ମାଣ୍ଡଭି ଗାଁର ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲା ।

ତେବେ କିଛି ଦିନ ତଳେ ସେହି କ୍ଷେତରେ ଖୋଳାଯାଇଥିବା ବୋରେୱେଲ ଭିତରେ ଅଚାନକ ଖସିପଡିଥିଲା ତନ୍ମୟ ।  ତନ୍ମୟ ବୋରେୱେଲରେ ଖସିପଡିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଅପରେସନ୍। ବୋରେୱେଲ ସହ ସମାନ୍ତରାଳ ଭାବେ ଦୁଇଟି ଗାତ ଖୋଳାଚାଲିଛ॥  ବୋଲଡୋଜର, ଜେସିବି ସହାୟତାରେ ଗାତ ଖୋଳାଚାଲିଛି।  ଗାତଖୋଳାରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍ । ସ୍ଥାନୀୟ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି।  ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡରେ । ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡିଥିଲା । ୮୦ ଫୁଟ ଗଭୀର ବୋରୱେଲ ଭିତରେ  ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story