/odisha-reporter/media/post_attachments/uploads/2015/05/vlcsnap-2015-05-27-14h34m22s151.png)
web page
ଭୁବନେଶ୍ୱର: ଦୁର୍ନୀତି ରୋକିବାକୁ ହାଇଟେକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସଚିବାଳୟରେ ଭିଜିଲାନ୍ସ ବିଭାଗର ଫେସବୁକ ପେଜ ଏବଂ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ୱରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଫେସବୁକ ହେଉଛି ଫେସବୁକ ଡଟ କମ ସ୍ଲାଶ ଓଡିଶା ଡଟ ଭଜିଳାନ୍ସ। ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ମଧ୍ୟ ଆରମ୍ଭ କରାଯାଇଛି। ଯେଉଁଠାରେ ଇଣ୍ଟରନେଟ କନେକ୍ସନ ନାହିଁ ସେମାନେ ଏହି ଟୋଲ ଫ୍ରି ନମ୍ୱର ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବା ବ୍ୟବସ୍ଥା ମଧ୍ୟ ହୋଇଛି। ୧୦୬୪ ଟୋଲ ଫ୍ରି ନମ୍ୱରରେ ଅଭିଯୋଗ କରିପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
