କଶ୍ମୀରରେ ୨୪ ଘଣ୍ଚାରେ ୪ ଏନକାଉଣ୍ଟର, ୪ ଆତଙ୍କୀ ନିପାତ

ଶ୍ରୀନଗର: କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୪ଥର ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ସୋପିଆ ଜିଲ୍ଲାର ଇମାମ ସାହାବ ଅଞ୍ଚଳରେ ଗୋଟିଏ ଘରେ ୨ରୁ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେହିପରି ବାନ୍ଦିପୋରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଲଶ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ଲଶ୍କରର ଟପ […]

soldier

soldier

Subhransu Sekhar
  • Published: Friday, 22 March 2019
  • Updated: 22 March 2019, 09:11 AM IST

Sports

Latest News

ଶ୍ରୀନଗର: କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୪ଥର ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ସୋପିଆ ଜିଲ୍ଲାର ଇମାମ ସାହାବ ଅଞ୍ଚଳରେ ଗୋଟିଏ ଘରେ ୨ରୁ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସେହିପରି ବାନ୍ଦିପୋରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଲଶ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ଲଶ୍କରର ଟପ କମାଣ୍ଡର ଅଲି ଭାଇର ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି। ସେହିପରି ଗୁରୁବାର ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଲଶ୍କର ଆତଙ୍କବାଦୀ ଅଲ୍ଲି ଭାଇ ପାକିସ୍ତାନର ବୋଲି ଜଣାପଡ଼ିଛି।

ଶ୍ରୀନଗର ରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିୟା କହିଛନ୍ତି କି ବାରମୁଲାରେ କଲତରା ଅଞ୍ଚଳରେ ନମବଲନାର ଅଭିଯାନରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏବେ ବି ଗୁଳିବିନିମୟ ଜାରି ରହିଥିବା ସୂଚନା ରହିଛି। ଏଥିରେ ଜଣେ ସେନା ଅଧିକାରୀ ଓ ୨ ଯବାନ ଆହତ ହୋଇଛନ୍ତି।

ଆହତ ଯବାନଙ୍କୁ ବାଦାମିବାଗ ସ୍ଥିତ ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଗତକାଲି ହୋଲି ଥିବାବେଳେ ସେନା ଉପରକୁ ଆତଙ୍କବାଦୀ ଗ୍ରେନେଡ଼ ଆକ୍ରମଣ କରିଥିଲେ । ତେବେ ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି। ଏବେ ଉଭୟ ପୁଲିସ ଓ ସେନା ସମଗ୍ର ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story