ଚାଷୀ ଆନ୍ଦୋଳନ ପାର୍ଟ-୨

କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଏବଂ ଆନ୍ଦୋଳନକୁ ଦେଖି ଆଇନ ପ୍ରତ୍ୟାହୃତ ହେବାର ଦୀଘଦିନ ପରେ ପୁଣି ଥରେ ଚାଷୀ ଦିଲ୍ଲୀରେ ମେଳି ବାନ୍ଧିଛନ୍ତି। ଦିଲ୍ଲୀର ଜନ୍ତର ମନ୍ତରରେ ଏକ କିଷାନ ମହା ପଂଚାୟତ ଆୟୋଜିତ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।