Advertisment

କେମିତି ତିଆରି କରିବେ ‘ବାନାନା ଫ୍ରେଞ୍ଚ ଟୋଷ୍ଟ’

ଆବଶ୍ୟକ ସାମଗ୍ରୀ– ପାଚିଲା କଦଳୀ,ବ୍ରେଡ୍‌, ଚିନି, କ୍ଷୀର, ମଇଦା, ଭାନିଲା ଏସେନ୍ସ, ଲହୁଣୀ, ଚିନି । ପ୍ରସ୍ତୁତି ପ୍ରଣାଳୀ– ଏକ ଗ୍ରାଇଣ୍ଡରରେ ମଇଦା, ୨ଟି କଦଳୀ, ଚିନି ଏବଂ ଭାନିଲା ଏସେନ୍ସକୁ ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏକ ଫ୍ରାଏ ପ୍ୟାନ୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏଥିରେ ଲହୁଣୀ ପକାନ୍ତୁ। ଏବେ ଏକ ବ୍ରେଡ୍‌ ଖଣ୍ଡ ନେଇ ମଇଦା ଓ […]

କେମିତି ତିଆରି କରିବେ ‘ବାନାନା ଫ୍ରେଞ୍ଚ ଟୋଷ୍ଟ’

8af84110-3a8c-4939-b2d8-d81

Advertisment

ଆବଶ୍ୟକ ସାମଗ୍ରୀ- ପାଚିଲା କଦଳୀ,ବ୍ରେଡ୍‌, ଚିନି, କ୍ଷୀର, ମଇଦା, ଭାନିଲା ଏସେନ୍ସ, ଲହୁଣୀ, ଚିନି ।
ପ୍ରସ୍ତୁତିପ୍ରଣାଳୀ- ଏକ ଗ୍ରାଇଣ୍ଡରରେ ମଇଦା, ୨ଟି କଦଳୀ, ଚିନି ଏବଂ ଭାନିଲା ଏସେନ୍ସକୁ ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏକ ଫ୍ରାଏ ପ୍ୟାନ୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏଥିରେ ଲହୁଣୀ ପକାନ୍ତୁ। ଏବେ ଏକ ବ୍ରେଡ୍‌ ଖଣ୍ଡ ନେଇ ମଇଦା ଓ କଦଳୀରେ ପୂର୍ବରୁ ପ୍ରସ୍ତୁତ ମିଶ୍ରଣରେ ବୁଡ଼ାନ୍ତୁ। ଏବେ ଏହାକୁ ଫ୍ରାଏ ଫ୍ୟାନ୍‌ରେ ଭଲ ଭାବେ ଏପଟ ସେପଟ କରନ୍ତୁ। ବ୍ରେଡ୍‌ର ଉଭୟ ପାର୍ଶ୍ୱ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

Advertisment

ସମସ୍ତ ବ୍ରେଡ୍‌କୁ ସମାନ ଭାବେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବାନାନା ଫ୍ରେଞ୍ଚ ଟୋଷ୍ଟ। କଟା ହୋଇଥିବା କଦଳୀ ଓ ଚିନି ଗୁଣ୍ଡ ଉପରେ ପକାଇ ଗରମ ଗରମ ଖାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe