‘କରୋନା ସ୍ଥିତି ଆୟତ୍ତରେ, ତୃତୀୟ ଲହର କେବଳ ଏକ ଆକଳନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଓ ତୃତୀୟ ଲହରକୁ ନେଇ ଚାଲିଥିବା ନାନାଦି ଚର୍ଚ୍ଚା କେବଳ ଏକ ଆକଳନ ବୋଲି ରାଜ୍ୟ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସୋମବାର ଗଣମାଧ୍ୟମକୁ ପତ୍ରିକ୍ରିୟା ଦେଇ ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି ଯେ, କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ  ଲହରକୁ ନେଇ ଏବେଠୁ ଆକଳନ କରିବା ଅସମ୍ଭବ । କାରଣ ତାହା କେବେ ଆସିବ, ତା’ର ଭୟାବହତା କ’ଣ ହେବ ଓ କିଭଳି ପ୍ରଭାବ […]

covid

covid

Ordigital Desk
  • Published: Monday, 26 July 2021
  • Updated: 26 July 2021, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଓ ତୃତୀୟ ଲହରକୁ ନେଇ ଚାଲିଥିବା ନାନାଦି ଚର୍ଚ୍ଚା କେବଳ ଏକ ଆକଳନ ବୋଲି ରାଜ୍ୟ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ସୋମବାର ଗଣମାଧ୍ୟମକୁ ପତ୍ରିକ୍ରିୟା ଦେଇ ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି ଯେ, କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ  ଲହରକୁ ନେଇ ଏବେଠୁ ଆକଳନ କରିବା ଅସମ୍ଭବ । କାରଣ ତାହା କେବେ ଆସିବ, ତା’ର ଭୟାବହତା କ’ଣ ହେବ ଓ କିଭଳି ପ୍ରଭାବ ପକାଇବ ସେସବୁକୁ ନେଇ ଏବେ କେବଳ ଅନୁମାନ କରାଯାଉଛି, ସ୍ପଷ୍ଟ ଭାବେ କିଛି କହିହେବ ନାହିଁ। ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧୬୦୦ରୁ ୨୦୦୦ ମଧ୍ୟରେ ରହୁଛି। ଏବେ ସଂକ୍ରମଣ ହାର କମିଥିଲେ ମଧ୍ୟ ଆଗାମୀ ଦୁଇରୁ ୩ମାସ ସତର୍କ ରହିବାକୁ ପଡ଼ିବ ।

କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଓ କୋଭିଡ୍ ଗାଇଡଲାଇନ୍ ପାଳନକୁ ଦେଖିବା ପରେ ଅନଲକ୍ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ପୂର୍ବ ମୃତ୍ୟୁଗୁଡ଼ିକର ଅଡିଟ୍ ହେଉଥିବା ଯୋଗୁ କୋଭିଡରେ ଏବେ ମୃତ୍ୟୁ ସଂଖ୍ୟା ଦୈନିକ ପ୍ରାୟ ୬୦ ରହୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଲୋକଙ୍କ ଚିକିତ୍ସା ଉପରେ ପ୍ରାଥମିକତା ଦିଆଯିବା ଉଚିତ୍‌, ମହାମାରୀ ସରିବା ପରେ ମୃତ୍ୟୁ ସଂଖ୍ୟା ଗଣନା କରିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story