Advertisment

ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ ଦେଶରେ ତୃତୀୟ ସ୍ଥାନ ହାସଲ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ ଦେଶରେ ଟପ୍ ଥ୍ରୀ ତାଲିକାରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା। ରାଜ୍ୟରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ରଖିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଛି। ନିବେଶ କ୍ଷେତ୍ରରେ ଥିବା ଜଟିଳ ପ୍ରକ୍ରିୟାକୁ ସରଳ କରି କିପରି ଏକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ ସେନେଇ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ ଦେଶରେ ତୃତୀୟ ସ୍ଥାନ ହାସଲ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

cm and debbi prasad

Advertisment

ଭୁବନେଶ୍ୱର: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ ଦେଶରେ ଟପ୍ ଥ୍ରୀ ତାଲିକାରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା। ରାଜ୍ୟରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ରଖିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଛି। ନିବେଶ କ୍ଷେତ୍ରରେ ଥିବା ଜଟିଳ ପ୍ରକ୍ରିୟାକୁ ସରଳ କରି କିପରି ଏକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ ସେନେଇ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାକି ଥିବା କାର୍ଯ୍ୟ ଡିସେମ୍ୱର ସୁଦ୍ଧା ଶେଷ କରିବା ସହ ଦ୍ବିତୀୟ ପର୍ଯ୍ୟାୟ ରିଫର୍ମ ଆସନ୍ତା ଫେବୃଆରୀ ସୁଦ୍ଧା ସାରିବାକୁ ନିଦ୍ଦେର୍ଶ ଦିଆଯାଇଛି। କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ମାସରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ତାଲିକାର ଓଡ଼ିଶା ଏବେ ଦେଶରେ ସପ୍ତମ ସ୍ଥାନରେ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe