ଅଦ୍ୟତନ ହୋଇଛି
jagarnath daru
Advertisment
ଭୁବନେଶ୍ୱର:କାଳିଆ ଠାକୁରଙ୍କ ଦାରୁ ବିଜେସ୍ଥଳୀ ରଘୁନାଥପୁର ଖରିପଡିଆରେ ଆଧ୍ୟାତ୍ମିକ ପରିବେଶ। ଜଗନ୍ନାଥଙ୍କ ଦାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଉଛି। ଯଜ୍ଞମଣ୍ଡପ ଓ ଶବରପଲ୍ଲୀ ନିର୍ମାଣ ପରେ ମହାଯଜ୍ଞ ପାଇଁ ଦଇତାପତି ଓ ବ୍ରାହ୍ମଣ ପହଞ୍ଚିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-02-10h50m59s849.png)