ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ:  ଦିଲ୍ଲୀ ମହାନଗର ନିଗମ’ର ୨୫୦ ୱାର୍ଡରେ ମତଦାନ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ପ୍ରାୟ ୧.୪୬ ଯୋଗ୍ୟ ବିବେଚିତ ଭୋଟର୍‌ ଭୋଟ୍‌ ଦେବେ। ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍‌ ଓ ୬୮ଟି ‘ପିଙ୍କ୍‌ ବୁଥ୍‌’ ନିର୍ମାଣ କରାଯାଇଛି। ସଚ୍ଚୋଟ ଓ କାମ କରିବା ଭଳି ସରକାରଙ୍କୁ ଭୋଟ୍‌ ଦେବା ପାଇଁ ଭୋଟର୍‌ମାନଙ୍କୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଶେଷ ଥର ପାଇଁ ନିବେଦନ କରିଛନ୍ତି। ଆଜି ନିର୍ବାଚନ ହେଉଥିବା […]

Arvind Kejriwal

Arvind Kejriwal

Tapas Behera
  • Published: Sunday, 04 December 2022
  • Updated: 04 December 2022, 03:53 PM IST

Sports

Latest News

ନୂଆଦିଲ୍ଲୀ:  ଦିଲ୍ଲୀ ମହାନଗର ନିଗମ’ର ୨୫୦ ୱାର୍ଡରେ ମତଦାନ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ପ୍ରାୟ ୧.୪୬ ଯୋଗ୍ୟ ବିବେଚିତ ଭୋଟର୍‌ ଭୋଟ୍‌ ଦେବେ। ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍‌ ଓ ୬୮ଟି ‘ପିଙ୍କ୍‌ ବୁଥ୍‌’ ନିର୍ମାଣ କରାଯାଇଛି। ସଚ୍ଚୋଟ ଓ କାମ କରିବା ଭଳି ସରକାରଙ୍କୁ ଭୋଟ୍‌ ଦେବା ପାଇଁ ଭୋଟର୍‌ମାନଙ୍କୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଶେଷ ଥର ପାଇଁ ନିବେଦନ କରିଛନ୍ତି। ଆଜି ନିର୍ବାଚନ ହେଉଥିବା ବେଳେ ଫଳାଫଳ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ । ଏହି ନିର୍ବାଚନରେ ବିଜେପି, ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଦିଲ୍ଲୀ ମହାନଗର ନିଗମ ନିର୍ବାଚରେ ଅନକେ ନେତା ଓ ମନ୍ତ୍ରୀ ମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ମତଦାନ କେନ୍ଦ୍ରକୁ ଯାଇ ନିୟମ ଅନୁଯାୟୀ ଭୋଟ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସଦସ୍ୟଙ୍କ ସହ ମତସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛନ୍ତି । ଭୋଟ୍ ଦେବା ପରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମେ ଆମ ଦିଲ୍ଲୀକୁ ବହୁତ ଭଲପାଉ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଭୋଟ୍ ଦେବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାହା ସହ ଏକ ସଚ୍ଚୋଟ ଦଳକୁ ଭୋଟ୍ ଦିଅନ୍ତୁ, ଦୁର୍ନୀତିଗ୍ରସ୍ତ ନୁହେଁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

ସେପଟେ ମାଟିଆଲା ଗାଁର ଏକ ମତଦାନ କେନ୍ଦ୍ରରେ ବିଜେପି ସାଂସଦ ପରଭେଶ ଭର୍ମା ଭୋଟ୍‌ ଦେଇଛନ୍ତି । ଧର୍ମପତ୍ନୀଙ୍କ ସହ ମତ ସାବ୍ୟସ୍ତ କରିଛନ୍ତି ସାଂସଦ । ଏମସିଡି ନିର୍ବାଚନରେ କଂଗ୍ରେସ ନେତା ଅଜୟ ମାକେନ୍ ମଧ୍ୟ ​​ଭୋଟ୍ ଦେଇଛନ୍ତି । ରାଜୌରୀର ଏକ ମତଦାନ କେନ୍ଦ୍ରରେ ନିଜର ମତସାବ୍ୟସ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story