କୁଆଡେ ଗଲା ସମୀରଙ୍କ ଦମ୍ଭ !

ଅବିଭାବକ କହିଲେ , ଡିଏମଇଟି କହିଲେ ଏମିତି ସ୍କୁଲି ଯିବାକୁ ଥିବା ପିଲା ବି ନିଷ୍ପତ୍ତି ବଦଳାଇବାକୁ କହିଲେ ।କିନ୍ତୁ ବିଭାଗୀୟ ମନ୍ତ୍ରୀ କହିଥିଲେ କିଛି କନଫ୍ୟୁଜନ୍ ନାହିଁ 3ରେ ସ୍କୁଲ ଖୋଲିବ ହେଲେ ହଠାତ୍ 2 ଦିନ ଭିତରେ ମନ୍ତ୍ରୀଙ୍କ ସ୍ୱର ବଦଳିଲା ଆଉ ନିଷ୍ପତ୍ତି ବି ବଦଳିଲା ।ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଦେଖନ୍ତୁ ରିପୋର୍ଟ ।

bolangur

bolangur

Manasi Mohapatra
  • Published: Monday, 03 January 2022
  • Updated: 03 January 2022, 04:43 PM IST

ଅବିଭାବକ କହିଲେ , ଡିଏମଇଟି କହିଲେ ଏମିତି ସ୍କୁଲି ଯିବାକୁ ଥିବା ପିଲା ବି ନିଷ୍ପତ୍ତି ବଦଳାଇବାକୁ କହିଲେ ।କିନ୍ତୁ ବିଭାଗୀୟ ମନ୍ତ୍ରୀ କହିଥିଲେ କିଛି କନଫ୍ୟୁଜନ୍ ନାହିଁ 3ରେ ସ୍କୁଲ ଖୋଲିବ ହେଲେ ହଠାତ୍ 2 ଦିନ ଭିତରେ ମନ୍ତ୍ରୀଙ୍କ ସ୍ୱର ବଦଳିଲା ଆଉ ନିଷ୍ପତ୍ତି ବି ବଦଳିଲା ।ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଦେଖନ୍ତୁ ରିପୋର୍ଟ ।

https://www.youtube.com/watch?v=PJvke-MJRDw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories