Advertisment

“ବରେଲି କି ବର୍‌ଫି” ପାଇଁ ସୁଟିଂ ଆରମ୍ଭ କଲେ କ୍ରିତି

ତାଙ୍କର ଅପ୍‌କମିଂ ରୋମାଣ୍ଟିକ୍‌-କମେଡି “ବରେଲି କି ବର୍‌ଫି”ର ସୁଟିଂ ଆରମ୍ଭ କରିଛନ୍ତି। ଲକ୍ଷ୍ନୌରେ ଏହାର ସୁଟିଂ ଚାଲିଛି। ୨୬ ବର୍ଷୀୟ କ୍ରିତି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତା’ସହିତ ସେ ଫିଲ୍ମର ସ୍କ୍ରିପ୍ଟର ଏକ ଫଟୋ ବି ସେୟାର କରିଛନ୍ତି। ସେ କରିଥିବା ଟ୍ୱିଟ୍ ଅନୁଯାୟୀ ଲକ୍ଷ୍ନୌରେ ୪୫ ଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିବ। “ବରେଲି କି ବର୍‌ଫି”ରେ ରାଜକୁମାର ରାଓ ଓ ଅଂଶୁମାନ ଖୁରାନା ମଧ୍ୟ ପ୍ରମୁଖ୍ୟ ଭୂମିକାରେ ଅଛନ୍ତି।

ଅଦ୍ୟତନ ହୋଇଛି
“ବରେଲି କି ବର୍‌ଫି” ପାଇଁ ସୁଟିଂ ଆରମ୍ଭ କଲେ କ୍ରିତି

kriti-sanon

Advertisment

ତାଙ୍କର ଅପ୍‌କମିଂ ରୋମାଣ୍ଟିକ୍‌-କମେଡି “ବରେଲି କି ବର୍‌ଫି”ର ସୁଟିଂ ଆରମ୍ଭ କରିଛନ୍ତି। ଲକ୍ଷ୍ନୌରେ ଏହାର ସୁଟିଂ ଚାଲିଛି। ୨୬ ବର୍ଷୀୟ କ୍ରିତି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତା’ସହିତ ସେ ଫିଲ୍ମର ସ୍କ୍ରିପ୍ଟର ଏକ ଫଟୋ ବି ସେୟାର କରିଛନ୍ତି। ସେ କରିଥିବା ଟ୍ୱିଟ୍ ଅନୁଯାୟୀ ଲକ୍ଷ୍ନୌରେ ୪୫ ଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିବ।

Advertisment

“ବରେଲି କି ବର୍‌ଫି”ରେ ରାଜକୁମାର ରାଓ ଓ ଅଂଶୁମାନ ଖୁରାନା ମଧ୍ୟ ପ୍ରମୁଖ୍ୟ ଭୂମିକାରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe