ଘରେ ପଶିଲା ପୋଲିସ୍ ଛେଚା ଖାଇଲା ନିର୍ଦ୍ଧୁମ୍

ଘଟଣା ଏହା ଥିଲା କି, ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ପୁଲିସ କୋରାପୁଟ ମାଟିଖାଲ ଗାଁରେ ପୋଲିସକୁ ଉପରକୁ ହୋଇଥିଲା ଆକ୍ରମଣ । ଗୋଟେ ପଟେ ଗାଁରେ ପୁରୁଷ ନାହାନ୍ତି। ଆଉ ଗୋଟେ ପରେ ଘରକୁ ମାଡି ଆସିଲା ପୋଲିସ। ଗ୍ରାମବାସୀ କିଛି ବୁଝୁପାରିନଥିଲେ। କଣ ହେଉଛି? କିଏ ଏମାନେ? କାହିଁକି ରାତିରେ ଆସିଛନ୍ତି?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।