/odisha-reporter/media/post_attachments/uploads/2022/05/PAGE-8.jpg)
PAGE
ଘଟଣା ଏହା ଥିଲା କି, ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ପୁଲିସ କୋରାପୁଟ ମାଟିଖାଲ ଗାଁରେ ପୋଲିସକୁ ଉପରକୁ ହୋଇଥିଲା ଆକ୍ରମଣ । ଗୋଟେ ପଟେ ଗାଁରେ ପୁରୁଷ ନାହାନ୍ତି। ଆଉ ଗୋଟେ ପରେ ଘରକୁ ମାଡି ଆସିଲା ପୋଲିସ। ଗ୍ରାମବାସୀ କିଛି ବୁଝୁପାରିନଥିଲେ। କଣ ହେଉଛି? କିଏ ଏମାନେ? କାହିଁକି ରାତିରେ ଆସିଛନ୍ତି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
