ପୋଲିସ ଗାଡି ଚେକିଂ କଲେ ପବ୍ଲିକ

ପୋଲିସ ଚଢ଼ୁଛି ଅନଫିଟ୍ ଗାଡ଼ି। ଆଉ ସେହି ଗାଡ଼ିରେ ପେଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଗାଡ଼ି ଅଟକାଇ ଚେକିଂ କରୁଥିଲା ପୋଲିସ। ହେଲେ ଏହି ଚେକିଂ ପୋଲିସ ଉପରେ ଭାରୀ ପଡ଼ିଛି। ଓଲଟା ଲୋକମାନେ ପୋଲିସ ଗାଡିକୁ ଚେକିଂ କରିବାକୁ ଆଗେଇ ଆସିଛି। ଯାହା ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀରେ।

BHADRAK POLICE PKG TH

BHADRAK POLICE PKG TH

Pujarani Nayak
  • Published: Tuesday, 25 January 2022
  • Updated: 25 January 2022, 01:47 PM IST

ପୋଲିସ ଚଢ଼ୁଛି ଅନଫିଟ୍ ଗାଡ଼ି। ଆଉ ସେହି ଗାଡ଼ିରେ ପେଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଗାଡ଼ି ଅଟକାଇ ଚେକିଂ କରୁଥିଲା ପୋଲିସ। ହେଲେ ଏହି ଚେକିଂ ପୋଲିସ ଉପରେ ଭାରୀ ପଡ଼ିଛି। ଓଲଟା ଲୋକମାନେ ପୋଲିସ ଗାଡିକୁ ଚେକିଂ କରିବାକୁ ଆଗେଇ ଆସିଛି। ଯାହା ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀରେ।

https://youtu.be/qCxmS5dsUn0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos