ଅଦ୍ୟତନ ହୋଇଛି
BHADRAK POLICE PKG TH
Advertisment
ପୋଲିସ ଚଢ଼ୁଛି ଅନଫିଟ୍ ଗାଡ଼ି। ଆଉ ସେହି ଗାଡ଼ିରେ ପେଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଗାଡ଼ି ଅଟକାଇ ଚେକିଂ କରୁଥିଲା ପୋଲିସ। ହେଲେ ଏହି ଚେକିଂ ପୋଲିସ ଉପରେ ଭାରୀ ପଡ଼ିଛି। ଓଲଟା ଲୋକମାନେ ପୋଲିସ ଗାଡିକୁ ଚେକିଂ କରିବାକୁ ଆଗେଇ ଆସିଛି। ଯାହା ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/BHADRAK-POLICE-PKG-TH.jpg)