ସ୍ୱାସ୍ଥ୍ୟ ପାଇଁ ଉପକାରୀ ମେଥି ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ K ପରି ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ। କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର ସୁଗାର କମ୍‌ କରିଦିଏ- ମେଥିରେ ଥିବା  Hypoglycaemic ଗୁଣ ରକ୍ତରେ ସୁଗାର୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ […]

methi-ok2

methi-ok2

Mihir Pattnayak
  • Published: Tuesday, 18 September 2018
  • Updated: 18 September 2018, 07:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ K ପରି ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ।

କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର

ସୁଗାର କମ୍‌ କରିଦିଏ- ମେଥିରେ ଥିବା  Hypoglycaemic ଗୁଣ ରକ୍ତରେ ସୁଗାର୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଫାଇବର୍‌ କାର୍ବୋହାଇଡ୍ରେଡ୍‌ ଏବଂ ସୁଗାର୍‌ର ଶୋଷଣ କ୍ଷମତାକୁ ହ୍ରାସ କରିଥାଏ।
ପେଟକୁ ଭଲ-  ମେଥି ଖାଇବା ପେଟ ପାଇଁ ଖୁବ୍‌ ଲାଭକାରୀ ଜିନିଷ। ଏହାର ନିୟମିତ ସେବନ ପେଟରୋଗ ଭଲ କରିଥାଏ।
ବ୍ରଡ୍‌ ପ୍ରେସର ନିୟନ୍ତ୍ରଣ କରେ- ଲୋ ବ୍ଲଡ୍‌ ପ୍ରେସର୍‌, ଡାଇବେଟିସ୍‌, ହଜମ ନ ହେବା ଆଦି ରୋଗ ପାଇଁ ମେଥିର ମଞ୍ଜି ଉପକାରୀ ।
କୋଷ୍ଠ କାଠିନ୍ୟ ଦୂର କରେ- ମେଥି ଶାଗରେ ଅଦା ଏବଂ ଗରମ ମସଲା ପକାଇ ଭାଜି ଖାଇଲେ ଲୋ ବ୍ଲଡ୍‌ ପ୍ରେସର୍‌ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଅଗ୍ନାଶୟକୁ  କ୍ରିୟାଶୀଳ କରେ- ମେଥିରେ ଥିବା ପାଚକ ଏନ୍‌ଜାଇମ୍‌ ଅଗ୍ନାଶୟକୁ  କ୍ରିୟାଶୀଳ କରିଥାଏ।
ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ- ପ୍ରତିଦିନ ଗୋଟିଏ ଚାମଚ ମେଥି ପାଉଡର୍‌ ଖାଇଲେ, ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।
ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଉପାକରୀ-  ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରତିଦିନ ମେଥି ମଞ୍ଜି ଖାଇବା ଉଚିତ୍‌। ମେଥିରେ galactagogues ପରି ଉପାଦାନ ରହିଛି, ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story