ଚାଷୀଙ୍କ ସହ ମିଶି ଧାନ ତଳି ରୋଇଲେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଲୋକମାନଙ୍କ ସହ ମିଶି ଧାନ ତଳି ରୋଇଛନ୍ତି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କୃଷକ ମାନଙ୍କ ମନ ବଳ ବୃଦ୍ଧି କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।