Advertisment

ଭୁବନେଶ୍ୱରରେ ଖୋଲିଲା ମଲ୍ଟି ଲେଭେଲ କାର ପାର୍କିଂ

ଭୁବନେଶ୍ୱର ସହରରେ ଦୁଇଟି ସ୍ଥାନରେ ଖୋଲାଯାଇଛି ମଲଟି ଲେଭଲ କାର୍ ପାର୍କିଂ ବ୍ୟବସ୍ଥା। ମାର୍କେଟ ବିଲ୍ଡିଂ ସାମ୍ନା ରାଜମହଲ ଛକ କାର ପାର୍କିଂ ଖୋଲାହୋଇଥିବାରୁ ଖୁସି ଅଛନ୍ତି ଲୋକେ। ତେବେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ।

author-image
Debendra Prusty
ଭୁବନେଶ୍ୱରରେ ଖୋଲିଲା ମଲ୍ଟି ଲେଭେଲ କାର ପାର୍କିଂ

parking

ଭୁବନେଶ୍ୱର ସହରରେ ଦୁଇଟି ସ୍ଥାନରେ ଖୋଲାଯାଇଛି ମଲଟି ଲେଭଲ କାର୍ ପାର୍କିଂ ବ୍ୟବସ୍ଥା। ମାର୍କେଟ ବିଲ୍ଡିଂ ସାମ୍ନା ରାଜମହଲ ଛକ କାର ପାର୍କିଂ ଖୋଲାହୋଇଥିବାରୁ ଖୁସି ଅଛନ୍ତି ଲୋକେ। ତେବେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ।

Advertisment

Multi Level Parking Bhubaneswar Car Parking