‘ମୋତେ ମାରିବା ପାଇଁ ଭାଇ ଯୋଜନା କରିଥିଲା, ଶେଷରେ ବିଧବା ସଜେଇ ଦେଲା’

ହାଇଦ୍ରାବାଦ: ମୋ ବିବାହ ପୂର୍ବରୁ ମୋ ଭାଇମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନେ ମୋତେ ଫାଶି ଦେବା ପାଇଁ ଉଦ୍ୟମ କରିଥିଲେ। ଭାଇ ମାନଙ୍କ ହାତରେ ନିଜ ସ୍ୱାମୀଙ୍କୁ ହରାଇଥିବା ସୟଦ ଆସ୍ରିନ୍‌ ସୁଲତାନା ଏହା କହିଛନ୍ତି। ସୁଲତାନା ମୁସଲିମ ହୋଇ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ପରିବାର ଲୋକେ ପ୍ରତିଶୋଧପରାୟଣ ହୋଇ ସୂଲତାନାଙ୍କ ମଥାରୁ ସିନ୍ଦୂର ପୋଛିଦେଇଛନ୍ତି। ସୂଲତାନାଙ୍କ ଦୁଇ ଭାଇ ହିଁ ତାଙ୍କୁ ବିଧବା ସଜାଇଦେଛନ୍ତି।  ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର […]

love

love

Tapas Behera
  • Published: Friday, 06 May 2022
  • Updated: 06 May 2022, 04:05 PM IST

Sports

Latest News

ହାଇଦ୍ରାବାଦ: ମୋ ବିବାହ ପୂର୍ବରୁ ମୋ ଭାଇମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନେ ମୋତେ ଫାଶି ଦେବା ପାଇଁ ଉଦ୍ୟମ କରିଥିଲେ। ଭାଇ ମାନଙ୍କ ହାତରେ ନିଜ ସ୍ୱାମୀଙ୍କୁ ହରାଇଥିବା ସୟଦ ଆସ୍ରିନ୍‌ ସୁଲତାନା ଏହା କହିଛନ୍ତି। ସୁଲତାନା ମୁସଲିମ ହୋଇ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ପରିବାର ଲୋକେ ପ୍ରତିଶୋଧପରାୟଣ ହୋଇ ସୂଲତାନାଙ୍କ ମଥାରୁ ସିନ୍ଦୂର ପୋଛିଦେଇଛନ୍ତି।

ସୂଲତାନାଙ୍କ ଦୁଇ ଭାଇ ହିଁ ତାଙ୍କୁ ବିଧବା ସଜାଇଦେଛନ୍ତି।  ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ସରୋରନଗର  ସୂଲତାନାଙ୍କ ସ୍ୱାମୀଙ୍କୁ ପରିବାର ଲୋକେ ପିଟି ପିଟି ହତ୍ୟା କରିଛନ୍ତି।  ସୁଲତାନା ଏବଂ ତାଙ୍କ ସ୍ୱାମୀ ବି.ନାଗାରାଜଜୁ  ଏକ ସ୍କୁଟି ଯୋଗେ ଘରୁ ବାହାରି ଯାଉଥିବା ବେଳେ ହଠାତ୍‌ ସୂଲତାନାଙ୍କ ଦୁଇ ଭାଇ ଆସି ଅଟକାଇଥିଲେ। ପରେ ଏକ ଲୁହା ରଡ଼ରେ ବି.ନାଗାରାଜୁଙ୍କୁ ପିଟି ପିଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗି ରହିଛି। ସୂଲତାନା ଏବଂ ବି.ନାଗାରାଜୁ ଦୁହେଁ ସ୍ମୁଲ ବେଳର ବନ୍ଧୁ। ଦୁହିଙ୍କର ସମ୍ପ୍ରଦାୟ ଭିନ୍ନ ହୋଇଥିଲେ ମଧ୍ୟ ଉଭଙ୍କ ମଧ୍ୟରେ ଭଲ ପାଇବା ଅତୁଟ ଥିଲା। ଦୁହିଙ୍କ ମଧ୍ୟରେ ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ରହିବା ପରେ ୩ ମାସ ତଳେ ଦୁହେଁ  ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ସମ୍ପର୍କକୁ  ପରିବାର ଲୋକେ ସହିପାରିଲେନି। ବିଶେଷ କରି ଯୁବତୀଙ୍କ ପରିବାର ଉଭୟଙ୍କ ପ୍ରେମକୁ ବାରଣ କରିଆସୁଥିଲେ।

ସୂଲତାନାଙ୍କଠାରୁ ଦୂରେଇ ଯିବାକୁ ବି.ନାଗାରାଜୁଙ୍କୁ ଧମକ ଦେଇ ଆସୁଥିଲେ ସୂଲତାନାଙ୍କ ଦୁଇ ଭାଇ। ସୂଲତାନା କହିଛନ୍ତି ଯେ, ଆମେ ଦୁହେଁ ଭିନ୍ନ ସମ୍ପ୍ରଦାୟ ହୋଥଇ ଥିବାରୁ ଆମ ପ୍ରେମକୁ ପରିବାରର ସ୍ୱୀକୃତି ନଥିଲା। ଆମ ଭଲ ପାଇବାକୁ ଘର ଳୋକେ ବିରୋଧ କରିଥିଲେ। ହେଲେ ଯେତେ ବାଧାବିଘ୍ନ ଓ ଝଡ଼ଝଞ୍ଜା ଆସୁପଛେ ଆମେ କିନ୍ତୁ ପରସ୍ପରଠାରୁ ଅଲଗା ନହେବାକୁ ନିଷ୍ପତ୍ତି ନେଇଥିଲୁ।  ବିବାହ କଲେ ଆମ ଦୁହିଁକୁ ହତ୍ୟା କରିବ ମୋ ଭାଇ ଧମକ ଦେଇଥିଲା। ଆଉ ଶେଷ ମୋ ଭାଇ ହିଁ ରାକ୍ଷସ ସାଜି ମୋରି ଆଗରେ ମୋ ସ୍ୱାମୀଙ୍କୁ ହତ୍ୟା କରିଦେଲେ ବୋଲି କ୍ଷୋଭର ସହ କହିଛନ୍ତି ସୂଲତାନା । ଗତ ଜାନୁଆରୀ ୩୧ରେ ଉଭୟେ ବି. ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆସ୍ରିନ୍‌ ସୂଲତାନା ପ୍ରେମ ବିବାହ କରିଥିଲେ।

ହାଇଦ୍ରାବଦ ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା। ପୁଲିସ କହିଛି ଏହି ବିବାହ ପାଇଁ ଯୁବତୀଙ୍କ ପରିବାରର ସମ୍ମତି ନଥିଲା। କ୍ଲାସ ୧୦ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ପରେ ପ୍ରେମ ରୂପ ନେଇ ଥିଲା । ବିବାହ ପରେ ସୂଲତାନା ତାଙ୍କ ନାମ ପରିବର୍ତ୍ତନ କରି ପଲ୍ଲବୀ ରଖିଥିଲେ। କିନ୍ତୁ ନାଗାରାଜୁ ସୂଲତାନାଙ୍କଠାରୁ ଦୂରେଇ ଯିବାକୁ ପରିବାର ଲୋକେ ଧମକ ଦେଇଥିଲେ।  କିନ୍ତୁ ପତ୍ନୀର ହାତ ଛାଡ଼ିବାକୁ ମନା କରିଦେଇ ଥିଲେ ନାଗାରାଜୁ। ଆଉ ଶେଷରେ ସୂଲତାନାଙ୍କ ଘର ଲୋକେ ନାଗାରାଜୁଙ୍କୁ ଜୀବନରୁ ଶେଷ କରିଦେଇଛନ୍ତି । ସୂଲତାନାଙ୍କ ଦୁଇ ଭାଇ  ସୟଦ ମୋବିନ୍‌ ଅହମ୍ମଦ  ଏବଂ ମାସୁଦ ଅହମ୍ମଦଙ୍କୁ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story