Advertisment

ଗିରଫ ହେଲେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ ଅଫିସ ତଥା ଫୁଲବାଣୀ, ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡିରେ ଥିବା ଚଢ଼ାଉ କରିଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କହଁର ଗଜପତି ଜିଲାରେ ପରିବହନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ଆରଟିଓ […]

ଗିରଫ ହେଲେ ନବରଙ୍ଗପୁର ଆରଟିଓ

900

Advertisment

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ ଅଫିସ ତଥା ଫୁଲବାଣୀ, ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡିରେ ଥିବା ଚଢ଼ାଉ କରିଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କହଁର ଗଜପତି ଜିଲାରେ ପରିବହନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ଆରଟିଓ ଗଣେଶ୍ୱର କହଁରଙ୍କ ଏକ ଲାଞ୍ଚ ସମ୍ପର୍କିତ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ ଲାଞ୍ଚ ନେଇଥିବା ଟଙ୍କା ଫେରାଇଦେବା କଥା ବିବାଦ ସୃଷ୍ଟି କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe