ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ। ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସୁଛନ୍ତି ୩ ପ୍ରମୁଖ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍।

କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲକୋ ପକ୍ଷରୁ ପ୍ରଦତ୍ତ ନାଲକୋ ସ୍ମାଇଲ୍ ପୁରସ୍କାର ଏବଂ ନାଲକୋ ଖାରବେଳ ପୁରସ୍କାର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ରକ୍ଷା ବନ୍ଧନରେ ଭଉଣୀକୁ ଏମିତି ପାଉଣା ଦେଲା ଭାଇ…

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

‘କାରଗିଲ୍ ବିଜୟ ଦିବସ’ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ୟୁଜି, ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି?

ଜୋର୍ ଧରିଲାଣି ‘ଜଷ୍ଟିସ୍ ଫର୍ ଆଦିତ୍ୟ’ ଅଭିଯାନ

ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’