Advertisment

ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ। ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସୁଛନ୍ତି ୩ ପ୍ରମୁଖ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍। କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲକୋ ପକ୍ଷରୁ […]

ଅଦ୍ୟତନ ହୋଇଛି
ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ

nalco

Advertisment

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନାଲକୋ ପ୍ରତିଷ୍ଠା ଦିବସର ଆଜି ଉଦଯାପନୀ ଉତ୍ସବ। ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସୁଛନ୍ତି ୩ ପ୍ରମୁଖ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍।

Advertisment

କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲକୋ ପକ୍ଷରୁ ପ୍ରଦତ୍ତ ନାଲକୋ ସ୍ମାଇଲ୍ ପୁରସ୍କାର ଏବଂ ନାଲକୋ ଖାରବେଳ ପୁରସ୍କାର ପ୍ରଦାନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe