Advertisment

ନାଲକୋରୁ ପୁଞ୍ଜିପ୍ରତ୍ୟାହାରକୁ ବିଜେଡି ସାଂସଦଙ୍କ ବିରୋଧ, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ନୂଆଦିଲ୍ଲୀ: ନାଲକୋରୁ ପୁଞ୍ଜିପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡିର ସାଂସଦମାନେ। ଏନେଇ ସେମାନେ ଆଜି ଭେଟିଥିଲେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ। ଆଉ ନାଲକୋରୁ ପୁଞ୍ଜିପ୍ରତ୍ୟାହର ନକରିବା ପାଇଁ ଏକ ଦାବି ପତ୍ର ଦେଇଥିଲେ। ସୂଚନାଯୋଗ୍ୟ, ପୁଞ୍ଜିପ୍ରତ୍ୟାହାର ପାଇଁ ସରକାର ପ୍ରସ୍ତୁତ କରିଥିବା ପିଏସୟୁମାନଙ୍କର ତାଲିକାରେ ନାଲକୋର ନାମ ବି ରହିଛି।

ଅଦ୍ୟତନ ହୋଇଛି
ନାଲକୋରୁ ପୁଞ୍ଜିପ୍ରତ୍ୟାହାରକୁ ବିଜେଡି ସାଂସଦଙ୍କ ବିରୋଧ, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

NalcoBhawan

Advertisment

ନୂଆଦିଲ୍ଲୀ: ନାଲକୋରୁ ପୁଞ୍ଜିପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡିର ସାଂସଦମାନେ। ଏନେଇ ସେମାନେ ଆଜି ଭେଟିଥିଲେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ। ଆଉ ନାଲକୋରୁ ପୁଞ୍ଜିପ୍ରତ୍ୟାହର ନକରିବା ପାଇଁ ଏକ ଦାବି ପତ୍ର ଦେଇଥିଲେ। ସୂଚନାଯୋଗ୍ୟ, ପୁଞ୍ଜିପ୍ରତ୍ୟାହାର ପାଇଁ ସରକାର ପ୍ରସ୍ତୁତ କରିଥିବା ପିଏସୟୁମାନଙ୍କର ତାଲିକାରେ ନାଲକୋର ନାମ ବି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe