ରାତି ସାଢେ ୧୨ ଟାରେ କାହିଁକି ଯାଉଥିଲେ DFO

ଯଦି ଡିଏଫଓଙ୍କୁ ସେଠାରୁ ଅନ୍ୟତ୍ର ବଦଳି କରାଯାଏ ତେବେ ସମସ୍ତ କର୍ମଚାରୀ ମୁହଁ ଖୋଲିବେ। କେବଳ ଡିଏଫଓ ନୁହଁନ୍ତି ତାଙ୍କ ମାଳି ଓ ଘରେ କାମ କରୁଥିବା କର୍ମଚାରୀ ବି ଏଥିରେ ସମ୍ପୃକ୍ତି ଅଛନ୍ତି ବୋଲି ଗଙ୍ଗା ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।