ପେଟ ପାଇଁ ଜଳ ଯାତ୍ରା

କମୁଛି ବନ୍ୟା ପାଣି,ବଢୁଛି ଲୋକଙ୍କ ଦୁଃଖ। ପାଣି ଘେରରେ ଥିବା ଲୋକଙ୍କ ସାହାରା ପାଳଟିଛି ଡଙ୍ଗା।ଏଦୃଶ୍ୟ ହେଉଛି ବାଲେଶ୍ବର ଭୋଗରାଇ ଅଞ୍ଚଳର॥ ଦେଖନ୍ତୁ ଏନେଇ କଣ କହିଛନ୍ତି ବନ୍ୟା ବିପନ୍ନ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।