Advertisment

ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ ସହିଦନଗର ଇନଡୋର୍ ହଲରେ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଇନଡୋର୍ ହଲରେ ଆରମ୍ଭ ହୋଇଛି ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ ଓ ଆନ୍ତଃସ୍କୁଲ ଟେବୁଲ୍ ଟେନିସ୍ ଚାମ୍ପିୟନସିପ। ଓପନ୍ ବର୍ଗରେ ୧୯୨ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆନ୍ତଃସ୍କୁଲ ବର୍ଗରେ ୯ଟି ସ୍କୁଲ ଭାଗ ନେଇଛନ୍ତି। ଓପନ୍ ବର୍ଗରେ ୮ଟି ଇଭେଣ୍ଟ ସିନିୟର ମହିଳା ଓ ପୁରୁଷ, ଜୁନିୟର ମହିଳା ଓ ପୁରୁଷ, ସବଜୁନିୟର ବାଳିକା ଓ ବାଳକ, କ୍ୟାଡେଟ ବାଳିକା ଓ ବାଳକ ଇଭେଣ୍ଟରେ ପ୍ରତିଯୋଗିତା ହେବ। ସେହିପରି ସ୍କୁଲ […]

ଅଦ୍ୟତନ ହୋଇଛି
ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ ସହିଦନଗର ଇନଡୋର୍ ହଲରେ ଆରମ୍ଭ

tanish

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଇନଡୋର୍ ହଲରେ ଆରମ୍ଭ ହୋଇଛି ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ ଓ ଆନ୍ତଃସ୍କୁଲ ଟେବୁଲ୍ ଟେନିସ୍ ଚାମ୍ପିୟନସିପ। ଓପନ୍ ବର୍ଗରେ ୧୯୨ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆନ୍ତଃସ୍କୁଲ ବର୍ଗରେ ୯ଟି ସ୍କୁଲ ଭାଗ ନେଇଛନ୍ତି। ଓପନ୍ ବର୍ଗରେ ୮ଟି ଇଭେଣ୍ଟ ସିନିୟର ମହିଳା ଓ ପୁରୁଷ, ଜୁନିୟର ମହିଳା ଓ ପୁରୁଷ, ସବଜୁନିୟର ବାଳିକା ଓ ବାଳକ, କ୍ୟାଡେଟ ବାଳିକା ଓ ବାଳକ ଇଭେଣ୍ଟରେ ପ୍ରତିଯୋଗିତା ହେବ। ସେହିପରି ସ୍କୁଲ ବର୍ଗରେ ୪ଟି ଇଭେଣ୍ଟରେ ପ୍ରତିଯୋଗିତା ଚାଲିଛି। ଆସନ୍ତା ୧୧ ତାରିଖରେ ଶେଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏସନ ଆୟୋଜନ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe