Advertisment

ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ରବି କିଷନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଫିଲ୍ମର ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ରବି କିଷନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି।  ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରବି କିଷନ। ସେ ନିର୍ବାଚନ ମଇଦାନକୁ […]

ଅଦ୍ୟତନ ହୋଇଛି
ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ରବି କିଷନ

ravi-kishan_1-1468481827_83

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଫିଲ୍ମର ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ରବି କିଷନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି।

Advertisment

publive-image

ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି।  ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରବି କିଷନ। ସେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି ରବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe