୨୦ଅଗଷ୍ଟରେ ରିଅଲମି କମ୍ପାନୀ ତାର ଦୁଇଟି ନୂଆ ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିବାକୁ ଯାଉଛି। ଫୋନ୍ର ନାଁ ରହିଛି Realme 5, Realme 5 Pro।ରିଅଲ୍ମି ୫ ସ୍ମାର୍ଟଫୋନ୍ରେ ୪୮ମେଗା ପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୧୬ ମେଗା ପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ରହିଛି। Realme 5 ରେ ୬ ଇଞ୍ଚର ଡିସ୍ପ୍ଲେ ରହିଛି।
ଏହି ଫୋନ୍ରେ ସ୍ନାପଡ୍ରାଗନ ୬୬୫ର ପ୍ରୋସେସର ରହିଛି। ଫୋନ୍ର ଦାମ୍ ୯,୯୯୯ଟଙ୍କା ରହିଛି। ରିଅଲ୍ମି ୫ ଭାରତର ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ୪୮ ମେଗା ପିକ୍ସେଲ କ୍ୟାମେରା ସହ କ୍ୟାଡ୍ ରିୟର କ୍ୟାମେରା ମଧ୍ୟ ଦିଆଯାଇଛି। ଏଥିରେ ୪ଜିବି ରାମ୍ ଏବଂ ୬୪ ଜିବିର ମେମୋରି ରହିଛି।
Realme 5 Pro ଫୋନ୍ର ଡିସ୍ପ୍ଲେ ୬.୩୯ଇଞ୍ଚର ରହିଛି। ଏଥିରେ ୪୮ ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା ଥିବାବେଳେ ୨୫ମେଗା ପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। Realme 5 Proରେ ସ୍ନାପଡ୍ରାଗନ ୭୧୨ର ପ୍ରୋସେସର ରହିଛି। ଏହି ଫୋନ୍ର ଦାମ ୧୫.୦୦୦ ରହିଛି। ଏଥିରେ ୪ଜିବି ରାମ୍ ଏବଂ ୬୪ ଜିବିର ମେମୋରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?

National
ନିଆଁ ଓ ବିଷ ଯେତେବେଳେ ହିନ୍ଦୀ ଯାତ୍ରାକୁ ତାମିଲନାଡୁରେ ଅଟକାଇଥିଲା
ହିନ୍ଦୀ ଭାଷା ବିରୋଧ କରି ୭୦ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଜେଲ ଯାଇଥିଲେ। ଦିନକୁ ଦିନ ଆତ୍ମାହୁତି, ବିଷ ପାନ ଓ ହିଂସାତ୍ମକ ବିକ୍ଷୋଭ ରାଜ୍ୟକୁ ଦୋହଲାଇ ଦେଇଥିଲା। ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିଥିଲେ।

National
ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? କାହିଁକି ହେଉଛି ସ୍ମଗଲିଂଗ?
ନିକଟରେ କନ୍ନଡ ଅଭିନେତ୍ରୀ ରନୟା ରାଓଙ୍କୁ ୧୪.୨ କେଜି ସୁନା ସହ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ କରାଯାଇଥିଲା।

National
କର୍ଣ୍ଣାଟକା ହରର: ଇସ୍ରାଏଲ ପର୍ଯ୍ୟଟକ ଓ ହୋମ ଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ, ଓଡ଼ିଶା ଯୁବକଙ୍କ ମୃତଦେହ ଉଦ୍ଧାର
ଅଭିଯୁକ୍ତମାନେ ସ୍ଥାନୀୟ ହ୍ରଦକୁ ଓଡ଼ିଶାର ଜଣେ ଯୁବକଙ୍କୁ ଠେଲି ଦେଇଥିଲେ। ପୁଲିସ୍ ଆଜି ଓଡ଼ିଶାର ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧା କରିଛି।

Politics
ଷ୍ଟାଲିନଙ୍କ ଡକରାରେ ଚେନ୍ନାଇ ଯିବେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ?
ଷ୍ଟାଲିନ ବୈଠକକୁ ଏକମାତ୍ର ବିଜେପି ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଡାକିଛନ୍ତି। ବାକି ସବୁ ରାଜ୍ୟରେ ଅଣ ବିଜେପି ସରକାର ରହିଛନ୍ତି। ଅବଶ୍ୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦହ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଛି।