୨୦ଅଗଷ୍ଟରେ ରିଅଲମି କମ୍ପାନୀ ତାର ଦୁଇଟି ନୂଆ ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିବାକୁ ଯାଉଛି। ଫୋନ୍ର ନାଁ ରହିଛି Realme 5, Realme 5 Pro।ରିଅଲ୍ମି ୫ ସ୍ମାର୍ଟଫୋନ୍ରେ ୪୮ମେଗା ପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୧୬ ମେଗା ପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ରହିଛି। Realme 5 ରେ ୬ ଇଞ୍ଚର ଡିସ୍ପ୍ଲେ ରହିଛି।
ଏହି ଫୋନ୍ରେ ସ୍ନାପଡ୍ରାଗନ ୬୬୫ର ପ୍ରୋସେସର ରହିଛି। ଫୋନ୍ର ଦାମ୍ ୯,୯୯୯ଟଙ୍କା ରହିଛି। ରିଅଲ୍ମି ୫ ଭାରତର ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ୪୮ ମେଗା ପିକ୍ସେଲ କ୍ୟାମେରା ସହ କ୍ୟାଡ୍ ରିୟର କ୍ୟାମେରା ମଧ୍ୟ ଦିଆଯାଇଛି। ଏଥିରେ ୪ଜିବି ରାମ୍ ଏବଂ ୬୪ ଜିବିର ମେମୋରି ରହିଛି।
Realme 5 Pro ଫୋନ୍ର ଡିସ୍ପ୍ଲେ ୬.୩୯ଇଞ୍ଚର ରହିଛି। ଏଥିରେ ୪୮ ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା ଥିବାବେଳେ ୨୫ମେଗା ପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। Realme 5 Proରେ ସ୍ନାପଡ୍ରାଗନ ୭୧୨ର ପ୍ରୋସେସର ରହିଛି। ଏହି ଫୋନ୍ର ଦାମ ୧୫.୦୦୦ ରହିଛି। ଏଥିରେ ୪ଜିବି ରାମ୍ ଏବଂ ୬୪ ଜିବିର ମେମୋରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।
National
ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ
ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।