ଅଦ୍ୟତନ ହୋଇଛି
salman
Advertisment
ମୁମ୍ବାଇ: ଆଜି ରିଲିଜ୍ ହୋଇଛି ସଲମାନ ଖାଁଙ୍କ ଫିଲ୍ମ ‘ପ୍ରେମ ରତନ ଧନ୍ ପାୟୋ’। ଏହି ଫିଲ୍ମରେ ପୁଣି ପ୍ରେମ୍ ନାଁରେ ବ୍ୟାକ୍ କରିଛନ୍ତି ସଲମାନ୍। ଅପୋଜିଟରେ ଅଛନ୍ତି ସୋନମ କପୁର। ରାଜସ୍ଥାନର ରୟାଲ ଫ୍ୟାମିଲିର ବ୍ୟାକଡ୍ରପରେ ନିର୍ମାଣ ହୋଇଛି ଫିଲ୍ମ। ରାଜଶ୍ରୀ ପ୍ରଡକସନର ଏଇ ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ସୁରଜ ବଡଜାତ୍ୟା। ଫ୍ୟାମିଲି ମେଲେଡ୍ରାମା ସାଙ୍ଗକୁ ଜବରଦସ୍ତ ସଙ୍ଗ୍ ଫିଲ୍ମର ୟୁଏସପି ରହିଛି। ଏଥିରେ ସଲମାନ ଖାଁ ଡବଲ ରୋଲରେ ଦେଖାଦେବେ।ସଲମାନ ଓ ସୋନମଙ୍କ ସହ ନୀଲ ନିତିନ ମୁକେଶ ମଧ୍ୟ ଅଛନ୍ତି ଏହି ଫିଲ୍ମରେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିୟା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/salman.jpg)