Advertisment

ନାଟ ଲଗେଇ ଖସିଗଲା ନାଟୋ

ଯୁଦ୍ଧ ସାମ୍ନା କଲା ୟୁକ୍ରେନ୍‌ । ସାଥ୍‌ ଦେବେ ବୋଲି କହି ଧୋକା ଦେଲେ ପାଶ୍ଚାତ୍ୟ ରାଷ୍ଟ୍ର । ଆତ୍ମଘାତି ସାଜିଲା ଆମେରିକା, ରହିଲାନି ବଡ ପଣ । ଅନ୍ଧ ଧୃତରାଷ୍ଟ୍ର ସାଜିଲା ଜାତିସଂଘ । ଘରେ ବସି ମଜା ଉଠାଇଲେ ସୁପର ପାୱାର ।

author-image
Pujarani Nayak
ନାଟ ଲଗେଇ ଖସିଗଲା ନାଟୋ

page

ଯୁଦ୍ଧ ସାମ୍ନା କଲା ୟୁକ୍ରେନ୍‌ । ସାଥ୍‌ ଦେବେ ବୋଲି କହି ଧୋକା ଦେଲେ ପାଶ୍ଚାତ୍ୟ ରାଷ୍ଟ୍ର । ଆତ୍ମଘାତି ସାଜିଲା ଆମେରିକା, ରହିଲାନି ବଡ ପଣ । ଅନ୍ଧ ଧୃତରାଷ୍ଟ୍ର ସାଜିଲା ଜାତିସଂଘ । ଘରେ ବସି ମଜା ଉଠାଇଲେ ସୁପର ପାୱାର ।

Advertisment

Russia-Ukraine War Odisha Reporter