ଆସିଲାନି ଗାଡ଼ି, ତାତିଲେ ମହିଳା

ଆନନ୍ଦପୁର(ମୁନା ସିଂ): ‘କାଳିଆ’ ସମାବେଶକୁ ଯାଇ ନପାରି ତାତିଲେ ମହିଳା। ଫଳରେ ୫ଟି ସ୍ଥାନରେ ରାସ୍ତା ଅବରୋଧ କଲେ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆଜି ଆନନ୍ଦପୁରର ପଣ୍ଡାପଡ଼ାରେ ‘କାଳିଆ’ ଯୋଜନା ଅନ୍ତର୍ଗତ ଏକ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଗତ କିଛିଦିନ ହେଲା ଗାଡ଼ି ଓ ଲୋକ ଯୋଗାଡ଼ ପାଇଁ ଆରଟିଓଙ୍କଠାରୁ ଆରମ୍ଭ […]

anandapur

anandapur

Rakesh Mallick
  • Published: Sunday, 03 February 2019
  • Updated: 03 February 2019, 01:15 PM IST

Sports

Latest News

ଆନନ୍ଦପୁର(ମୁନା ସିଂ): ‘କାଳିଆ’ ସମାବେଶକୁ ଯାଇ ନପାରି ତାତିଲେ ମହିଳା। ଫଳରେ ୫ଟି ସ୍ଥାନରେ ରାସ୍ତା ଅବରୋଧ କଲେ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।

ଆଜି ଆନନ୍ଦପୁରର ପଣ୍ଡାପଡ଼ାରେ ‘କାଳିଆ’ ଯୋଜନା ଅନ୍ତର୍ଗତ ଏକ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଗତ କିଛିଦିନ ହେଲା ଗାଡ଼ି ଓ ଲୋକ ଯୋଗାଡ଼ ପାଇଁ ଆରଟିଓଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ କରିଥିଲେ। ହେଲେ ଆଜି ସକାଳେ ବିଭିନ୍ନ ପଞ୍ଚାୟତରୁ ଲୋକମାନଙ୍କୁ ନେବା ପାଇଁ ଆସିବାକୁ ଥିବା ଗାଡ଼ି ପହଞ୍ଚି ନଥିଲା। ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇ ପାରି ନଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓରାଲି, ହାଟଡ଼ିହି, କନ୍ଦାଡ଼, ସଢ଼ା ଓ ଢେଙ୍କାରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ।

ପରେ କିଛି ଗାଡ଼ି ଆସି ପହଞ୍ଚି ଥିଲା। ହେଲେ ଅସନ୍ତୁଷ୍ଟ ମହିଳାଙ୍କ ମଧ୍ୟରୁ ଅଧିକାଂଶ ସମାବେଶକୁ ନଯାଇ ରାଗରେ ଘରକୁ ପଳାଇଥିଲେ। ପରେ କିଛି ମହିଳା ସମାବେଶକୁ ଯାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story