Advertisment

କଟକ: ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ପଶାୟତଙ୍କ ଘରେ ଚାଲିଛି କଳାଧନ ସମ୍ପର୍କିତ ବୈଠକ

କଟକ: କଳାଧନ ମାମଲାର ତଦନ୍ତ ପ୍ରସଙ୍ଗ ନେଇ ଆଜି ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଆଜିର ବୈଠକରେ ରାଜ୍ୟର ବିବାଦୀୟ ବାବା ମାନଙ୍କ ସମ୍ପତ୍ତି ସଂପର୍କିତ ତଥ୍ୟ କ୍ରାଇମବ୍ରାଞ୍ଚ, ଇଡ଼ି, ସିବିଆଇ ଏବଂ ରାଜସ୍ୱ ବିଭାଗୀୟ ଅଧିକାରୀ ଦାଖଲ କରିପାରନ୍ତି । ସେହିପରି ରେଞ୍ଜଡ଼ା ମାଇନ୍ସ ପ୍ରସଙ୍ଗ, ଶିକ୍ଷା ଓ ଖଣି କ୍ଷେତ୍ରରେ କଳାଧନ ବିନିଯୋଗ ଆଦି […]

author-image
Rakesh Mallick
ଅଦ୍ୟତନ ହୋଇଛି
କଟକ: ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ପଶାୟତଙ୍କ ଘରେ ଚାଲିଛି କଳାଧନ ସମ୍ପର୍କିତ ବୈଠକ

ctc

କଟକ: କଳାଧନ ମାମଲାର ତଦନ୍ତ ପ୍ରସଙ୍ଗ ନେଇ ଆଜି ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି।
ତେବେ ଆଜିର ବୈଠକରେ ରାଜ୍ୟର ବିବାଦୀୟ ବାବା ମାନଙ୍କ ସମ୍ପତ୍ତି ସଂପର୍କିତ ତଥ୍ୟ କ୍ରାଇମବ୍ରାଞ୍ଚ, ଇଡ଼ି, ସିବିଆଇ ଏବଂ ରାଜସ୍ୱ ବିଭାଗୀୟ ଅଧିକାରୀ ଦାଖଲ କରିପାରନ୍ତି ।
ସେହିପରି ରେଞ୍ଜଡ଼ା ମାଇନ୍ସ ପ୍ରସଙ୍ଗ, ଶିକ୍ଷା ଓ ଖଣି କ୍ଷେତ୍ରରେ କଳାଧନ ବିନିଯୋଗ ଆଦି ପ୍ରସଙ୍ଗ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ କ୍ରାଇମବ୍ରାଞ୍ଚ, ସିବିଆଇ, ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଡାଇରେକ୍ଟ ଟ୍ୟାକ୍ସ, ଇନକମ୍ ଟ୍ୟାକ୍ସ, କମର୍ସିଆଲ ଟ୍ୟାକ୍ସର ଅଧିକାରୀ ପ୍ରମୁଖ ଯୋଗ ଦେଉଛନ୍ତି।

Advertisment