ବାପାଙ୍କ କାନ୍ଧରେ ବସି ବୁଲିଲେ ତୈମୁର୍‌, ଭାଇରାଲ୍‌ ହେଲା ଭିଡ଼ିଓ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପପୁଲାର୍‌ ଷ୍ଟାର କିଡ୍‌ ହେଉଛନ୍ତି ତୈମୁର୍‌ ଅଲ୍ଲୀ ଖାନ୍‌। ତାଙ୍କ ଏକ ଝଲକ୍‌ ପାଇବା ପାଇଁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଏମିତିକି ତାଙ୍କର କିଛି ବି ହର୍‌କତ୍‌ ସୋଶାଲ୍‌ ମିଡ଼ିଆରେ ସାଙ୍ଗେ ସାଙ୍ଗେ ଭାଇରାଲ୍‌ ହୋଇଥାଏ। ସେମିତି ଏବେ ମଧ୍ୟ ତୈମୁର୍‌ଙ୍କ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଛି। ତୈମୁର୍‌ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ମା’ କରିନା କପୁର ଖାନ୍‌ଙ୍କ ସହ ଏକ ଗାଁରେ ବୁଲୁଥିବା ଦେଖାଯାଉଛନ୍ତି। […]

t11

t11

Rosalin Rath
  • Published: Tuesday, 12 March 2019
  • Updated: 12 March 2019, 12:37 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପପୁଲାର୍‌ ଷ୍ଟାର କିଡ୍‌ ହେଉଛନ୍ତି ତୈମୁର୍‌ ଅଲ୍ଲୀ ଖାନ୍‌। ତାଙ୍କ ଏକ ଝଲକ୍‌ ପାଇବା ପାଇଁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଏମିତିକି ତାଙ୍କର କିଛି ବି ହର୍‌କତ୍‌ ସୋଶାଲ୍‌ ମିଡ଼ିଆରେ ସାଙ୍ଗେ ସାଙ୍ଗେ ଭାଇରାଲ୍‌ ହୋଇଥାଏ। ସେମିତି ଏବେ ମଧ୍ୟ ତୈମୁର୍‌ଙ୍କ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଛି। ତୈମୁର୍‌ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ମା’ କରିନା କପୁର ଖାନ୍‌ଙ୍କ ସହ ଏକ ଗାଁରେ ବୁଲୁଥିବା ଦେଖାଯାଉଛନ୍ତି। ସେ ବାପା ସୈଫ୍‌ଙ୍କ କାନ୍ଧରେ ବସି ଗାଁ ବୁଲୁଥିବାର ଏକ ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।
https://twitter.com/atulmohanhere/status/1105098716178857984

ତୈମୁର୍‌ଙ୍କ ଏହି ଝଲକ୍‌ ଦେଖିବା ପାଇଁ ଲୋକେ ଭିଡ଼ ମଧ୍ୟ ଲଗାଇଛନ୍ତି। ସେହି ସମୟରେ ଜଣେ ଲୋକ ଭିଡିଓ କରି ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି। ଆଉ ଏବେ ତାହା ଭାଇରାଲ୍‌ ହେବାରେ ଲାଗିଛି।
https://twitter.com/atulmohanhere/status/1105095063330152450

ଭିଡିଓରେ ଦେଖାଯାଉଛି ଯେ, ବାପା ସୈଫ୍‌ଙ୍କ କାନ୍ଧରେ ବସି ତୈମୁର୍‌ ଗାଁ ବୁଲୁଛନ୍ତି। ଆଉ ମା’ କରିନା ତାଙ୍କ ପଛେ ପଛେ ବୁଲୁଥିବା  ଦେଖିବାକୁ ମିଳିଛି। ପୁଅଙ୍କ ସହ ଦୁଇ ସେଲିବ୍ରିଟି ମଧ୍ୟ କାଜୁଆଲ୍‌ କପଡ଼ାରେ ନଜର ଆସିଛନ୍ତି। ଏହା ବୋଧେ ପ୍ରଥମ ଥର ଯେଉଁଠି ବଲିଉଡ୍‌ର ଏତେ ବଡ଼ ସେଲିବ୍ରିଟିଙ୍କୁ ଏକ ଗାଁରେ ପାଦରେ ଚାଲି ଚାଲି ଯାଉଥିବା ଲୋକେ ଦେଖୁଛନ୍ତି। ଏହି ଭିଡିଓକୁ ଅତୁଲ୍‌ ମୋହନ ନାମକ ଯୁବକ ଟ୍ୱିଟର୍‌ରେ ସେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story