ଗୋଟିଏ ସ୍କୁଲରେ ପଢୁଥିଲେ ଅମ୍ବାନୀ ପରିବାରର ଝିଅ ଓ ବୋହୂ ଈଶା-ଶ୍ଲୋକା

ମୁମ୍ବାଇ: ଆଜି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବାହାଘର । ଅମ୍ବାନୀ-ମେହେଟ୍ଟା ପରିବାରରେ ଖୁସିର ମାହୋଲ। କୁହାଯାଉଛି, ଏହି ବାହାଘର ଚଳିତ ବର୍ଷର ସବୁଠାରୁ ଆଡମ୍ବରପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ। ଆକାଶ-ଶ୍ଲୋକାଙ୍କ ବାହାଘର ପରେ ଅମ୍ବାନୀ-ମେହେଟ୍ଟା ପରିବାର ମଧ୍ୟରେ ସମ୍ପର୍କର ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବ  । ହେଲେ ଏହା ପୂର୍ବରୁ ମୁକେଶ ଲଳନା ଈଶା ଏବଂ ଶ୍ଲୋକାଙ୍କ ମଧ୍ୟରେ ସମ୍ପର୍କ ରହିଛି । ସେମାନେ ପରସ୍ପରକୁ ପୂର୍ବରୁ ଜାଣନ୍ତି। ଉଭୟେ ଗୋଟିଏ ସ୍କୁଲରେ ପଢୁଥିଲେ। ଏକାଠି […]

1552119518-isha_shloka

1552119518-isha_shloka

Minati Mishra
  • Published: Saturday, 09 March 2019
  • Updated: 09 March 2019, 05:35 PM IST

Sports

Latest News

ମୁମ୍ବାଇ: ଆଜି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବାହାଘର । ଅମ୍ବାନୀ-ମେହେଟ୍ଟା ପରିବାରରେ ଖୁସିର ମାହୋଲ। କୁହାଯାଉଛି, ଏହି ବାହାଘର ଚଳିତ ବର୍ଷର ସବୁଠାରୁ ଆଡମ୍ବରପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ।

ଆକାଶ-ଶ୍ଲୋକାଙ୍କ ବାହାଘର ପରେ ଅମ୍ବାନୀ-ମେହେଟ୍ଟା ପରିବାର ମଧ୍ୟରେ ସମ୍ପର୍କର ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବ  । ହେଲେ ଏହା ପୂର୍ବରୁ ମୁକେଶ ଲଳନା ଈଶା ଏବଂ ଶ୍ଲୋକାଙ୍କ ମଧ୍ୟରେ ସମ୍ପର୍କ ରହିଛି । ସେମାନେ ପରସ୍ପରକୁ ପୂର୍ବରୁ ଜାଣନ୍ତି। ଉଭୟେ ଗୋଟିଏ ସ୍କୁଲରେ ପଢୁଥିଲେ। ଏକାଠି ଅନେକ ଫଟୋ ମଧ୍ୟ ଉଠାଇଥିଲେ।

ଏବେ ଶ୍ଲୋକା ଅମ୍ବାନୀ ପରିବାରକୁ ବୋହୂ ହୋଇ ଆସିବା ଅବସରରେ ପିଲାଦିନର ଏହି ଫଟୋସବୁ ସୋଶାଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଅବଶ୍ୟ ଏହା ପୂର୍ବରୁ ଈଶାଙ୍କ ନିର୍ବନ୍ଧ ସମୟରେ ଉଭୟେ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story